ଆସନ୍ତାକାଲି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ

ଭୁବନେଶ୍ୱର: ଆସନ୍ତାକାଲି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ନବୀନ ନିବାସରେ ଆଜି ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ […]

ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଏକବିଂଶ […]

ମନୋରମା ହୋଟେଲ୍ ମାଲିକ ହତ୍ୟା ମାମଲା; ଅଭିଯୁକ୍ତକୁ ପୁରୀ ପୁଲିସର ଏନକାଉଣ୍ଟର

ପୁରୀ: ବଳିଆପଣ୍ଡା ଅଞ୍ଚଳର ‘ମନୋରମା’ ହୋଟେଲର ମାଲିକକୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲେ ପବିତ୍ର ନାୟକ। ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ […]

ଝାରପଡ଼ା ଜେଲ୍‌ରେ ଏକାସାଙ୍ଗରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର: ଗତକାଲି ରାତିରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୭ ଜଣ କଏଦୀ ଅସୁସ୍ଥ ହୋଇପଡିଥିବା ଖବର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱରର […]

ଶ୍ରୀୟା ଟକିଜ୍ ସାମ୍ନାରେ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବିରିଆନୀ ବିଲ୍‌କୁ କେନ୍ଦ୍ର କରି ଶ୍ରୀୟା-ସ୍ତୁତି ଫିଲ୍ମ ହଲ୍ ସମ୍ମୁଖରେ ଦେଖିବାକୁ ମିଳିଛି ଆତଙ୍କରାଜ । ଖଣ୍ଡା ଧରି ୪ ଜଣ ଦୁର୍ବୃତ୍ତ ସ୍ଥାନୀୟ ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ […]

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ:ଗାୟିକା ଅଳକା ୟାଗନିକ୍ ଙ୍କୁ ମିଳିଲା ପଦ୍ମ ଭୂଷଣ

ନୂଆଦିଲ୍ଲୀ: ୨୦୨୬ର ୨ୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ ଜାନୁଆରୀ ୨୫ ତାରିଖରେ ୧୩୧ ଜଣ ପଦ୍ମ ପୁରସ୍କାର […]

କଂଗ୍ରେସ ସଂଗଠନରେ ହେବ ବଡ ପରିବର୍ତ୍ତନ, କେତେକ ରାଜ୍ୟରେ ବଦଳିବେ ପ୍ରଭାରୀ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନଗୁଡ଼ିକୁ ଆଖି ଆଗରେ ରଖି କଂଗ୍ରେସ ଏକ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରିବାକୁ ଯାଉଛି। ମିଳିଥିବା ସୂତ୍ରରୁ , ଏହି ପ୍ରକ୍ରିୟାରେ ପ୍ରାୟ ଚାରି ଜଣ କେନ୍ଦ୍ରୀୟ ସାଧାରଣ ସମ୍ପାଦକଙ୍କୁ […]

ଶେୟାର ମାର୍କେଟ୍‌ ତଳମୁହାଁ, ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ମାନ୍ଦାବସ୍ଥା ଯୋଗୁ ଭାରତୀୟ ଷ୍ଟକ ବଜାର କ୍ରାଶ୍‌ ହୋଇଛି। ଦକ୍ଷିଣ କୋରିଆର ବେଞ୍ଚମାର୍କ ସୂଚକାଙ୍କ KOSPI ରେ ପ୍ରାୟ ୧୦%ର ଏକ ବଡ଼ ହ୍ରାସ ଦେଖାଦେଇଛି, ଯାହା ଫଳରେ ବ୍ୟବସାୟ […]

ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଥିବା ରେଳଧାରଣାରୁ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲା ଓ ଆଇନଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତେବେ ଏହା […]

ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସମନ୍ୱୟ ବୈଠକ

ପୁରୀ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ବୈଠକରେ ଗୁରୁତ୍ୱାରୋପ […]