ବଦଳିବ ରୂପରେଖ ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି

ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରି ଏହି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ହୋଇଛି ବଡ଼ ଯୋଜନା। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ […]

ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ:ବର୍ଷେ ପର୍ଯ୍ୟନ୍ତ କିଣନି ସୁନା ଗହଣା ,ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମ୍ କର

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ଅର୍ଥନୀତି ଉପରେ ପଡ଼ିବାରେ ଲାଗିଛି। ଏହି ସଂକଟଜନକ ସମୟରେ ଦେଶବାସୀଙ୍କୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର […]

ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ନିକଟରୁ ବିସ୍ଫୋରକ ସାମଗ୍ରୀ (ଜିଲୋଟିନ ଷ୍ଟିକ) ଜବତ ହୋଇଛି । ଏହି ଘଟଣା ପରେ ସୁରକ୍ଷା […]

ହଷ୍ଟେଲ୍‌ ବାଲକୋନୀରୁ ପଡ଼ି IIT ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରର Indian Instituteof Technology କ୍ୟାମ୍ପସରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ବଏଜ୍‌ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ଖସି ପିଏଚ୍‌ଡି ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟିଛି। ଘଟଣା […]

୪ ପୁଲିସ୍‌ ସସ୍‌ପେଣ୍ଡ୍‌ ,ବଦଳିଲେ ଆଇଆଇସି

ଭୁବନେଶ୍ବର: କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି […]

ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ

ରାୟଗଡା: ଇନ୍ଦିରା ନଗର ଅଞ୍ଚଳରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ, ଆଜି ତାଙ୍କର ଗୁଳିବିଦ୍ଧ ମୃତଦେହ ତୁମ୍ବିଗୁଡା ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ […]

ବାଲିଅନ୍ତାରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା(ମବ୍‌ ଲିଞ୍ଚିଙ୍ଗ୍) ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି […]

ରାଜଧାନୀରେ ଭୟଙ୍କର ଦୁର୍ଘଟଣା: ୩ ମୃତ,ଜଣେ ଗୁରୁତର

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଫାୟାର୍‌ ଷ୍ଟେସନ୍‌ ଓଭର୍‌ ବ୍ରିଜ୍‌ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି l ଭୁବନେଶ୍ବର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍‌ରେ ୪ଜଣ ଆସୁଥିଲେ। ଫାୟାର […]

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଉଦ୍ଧାର କରି ମେଡିକାଲ ପଠାଇ,ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୁତ ସାଜିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ଗୁର୍ଜିଭଟା ଛକ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତି […]

ହୋର୍ମୁଜରେ କାର୍ଗୋ ଜାହାଜରେ ନିଆଁ ଲାଗି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଜି ହୋର୍ମୁଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ତାହା ସମୁଦ୍ରରେ ଓଲଟି ପଡ଼ିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଦୁର୍ଘଟଣା ପରେ ସେହି […]