ଭୁବନେଶ୍ୱର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି […]
Archives
CMOରୁ ଫାଇଲ୍ ହଜିବା ଘଟଣାରେ ହୋଇପାରେ ନବୀନଙ୍କୁ ଜେରା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍ ହଜିବା ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେରା ହୋଇପାରନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ […]
ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ
ନୟାଗଡ଼: ନୟାଗଡ଼ ଜିଲ୍ଳା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନାମରେ ଜନୈକା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବୁଧବାର ମହିଳା ନୟାଗଡ଼ ଏସ୍ପିଙ୍କୁ ଦେଖା କରି ଅଭିଯୋଗ କରିଥିଲେ। ସୁଜିତଙ୍କୁ […]
ଟ୍ରମ୍ପଙ୍କ ବଡ଼ ପ୍ରତିଶ୍ରୁତି: ଭାରତ ଉପରେ ଆକ୍ରମଣ ହେଲେ ଆମେରିକା କରିବ ସହାୟତା
ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା […]
ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ
ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର। ଏହାଦ୍ବାରା ୫୦ […]
ରାଜଧାନୀ ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ, ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର: ପାହାଳ ଅଞ୍ଚଳର ଅନନ୍ତପୁର ପେଟ୍ରୋଲ ପମ୍ପ ସମ୍ମୁଖ କେନାଲ ବନ୍ଧ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଅନନ୍ତପୁର ଗାଁର ଜଗା ବେହେରା। ମୃତଦେହ ନିକଟରେ […]
ଲକ୍ଷପତି ଦିଦି ପାଇଁ ସବୁ ଗ୍ରାମ ପଞ୍ଚାୟତରେ ହେବ ସୁଭଦ୍ରା ଶକ୍ତି ସମାବେଶ
ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ଉନ୍ନତି ଦିଗରେ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ସରକାର । ପ୍ରତି ଗ୍ରାମ ପଞ୍ଚାୟତରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]
ଦକ୍ଷିଣ ଆଫ୍ରିକାରେ ମହକିଲା ରଜପିଠାର ବାସ୍ନା
ଭୁବନେଶ୍ୱର: ରଜ ପର୍ବ ଦକ୍ଷିଣ ଆଫ୍ରିକାରେ ଧୁମଧାମରେ ପାଳିତ ହୋଇଯାଇଛି। ଜୋହାନ୍ସବର୍ଗର ବ୍ଲେୟାରଗୋରି ରିକ୍ରିଏସନ୍ ସେଣ୍ଟରରେ ଭାରତୀୟ କନସୁଲେଟ୍ ଜେନେରାଲ ଏବଂ ହାଇ-କମିସନ୍ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଓଡ଼ିଆ ସଂପ୍ରଦାୟର ମହୋତ୍ସବରେ ରଜପିଠାର ବାସ୍ନା […]
ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍ ଗିରଫ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ନକଲି ଲେଟରପ୍ୟାଡ୍ ବ୍ୟବହାର କରି ବଦଳି କରିବା ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍ଙ୍କୁ ଗିରଫ କରାଯାଇଛି। ସେ ହରିଚନ୍ଦନପୁର ବ୍ଲକରେ ସହକାରୀ […]
ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗକୁ ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ଆଜି ସେକ୍ରେଟେରିଏଟ୍ରେ ଅନୁଷ୍ଠିତ ଏକ ଜରୁରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କେବଳ ଅଧିକାରୀଙ୍କ […]
