ହର୍ମୁଜ୍ ପ୍ରଣାଳୀ ଅବରୋଧ ସମାପ୍ତ କରିବାକୁ ଇରାନ କୁ ୪୮ ଘଣ୍ଟାର ଅଲଟିମେଟମ୍ ଦେଲେ ଟ୍ରମ୍ପ

ୱାସିଂଟନ :ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ‘ଟ୍ରୁଥ୍’ରେ କହିଛନ୍ତି ଯେ ଯଦି ଇରାନ ଆସନ୍ତା ଦୁଇ ଦିନ ମଧ୍ୟରେ କୌଣସି ସର୍ତ୍ତ କିମ୍ବା ଧମକ ବିନା ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ସମ୍ପୂର୍ଣ୍ଣ […]

ଦେବୀରଞ୍ଜନଙ୍କ ନିଲମ୍ବନକୁ ବିରୋଧ କରି; ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କଲେ ସମର୍ଥକ

ଭୁବନେଶ୍ୱର: ବିଜେଡିରୁ ଛଅ ବିଧାୟକଙ୍କ ନିଲମ୍ବନ ପରେ, ବିଧାୟକଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି । ବାଲେଶ୍ୱର ଜିଲ୍ଲାଠୁ ନେଇ କଟକ ପର୍ଯ୍ୟନ୍ତ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଜେଡି କର୍ମୀ ନାରାବାଜି ଦେଇଛନ୍ତି । […]

ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ନବରାତ୍ରି

ନୂଆଦିଲ୍ଲୀ: ଚୈତ୍ର ନବରାତ୍ରି ଆରମ୍ଭ ହୋଇଥିବାବେଳେ ମାତା ବୈଷ୍ଣୋଦେବୀ ମନ୍ଦିରରେ ବିଶ୍ୱାସର ଜନସମୁଦ୍ର ଦେଖିବାକୁ ମିଳିଥିଲା। ଶନିବାର ଏବଂ ରବିବାର ଛୁଟିଦିନ ଥିବାରୁ ସନ୍ଧ୍ୟା ସୁଦ୍ଧା ୪୧,୦୦୦ ଭକ୍ତ ପଞ୍ଜୀକରଣ କରି ମନ୍ଦିରକୁ ଯାଇଥିଲେ। […]

ମୋବାଇଲ୍ ବ୍ୟବହାରରେ ଓଡିଶାର ସ୍ଥାନ ଷଷ୍ଠ

ଭୁବନେଶ୍ୱର: ବର୍ତ୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଚଳିତବର୍ଷ ଜାନୁଆରି ମାସରେ […]

BJD ଛାଡ଼ିଲେ ଆଉ ୨ ନେତା

ଭୁବନେଶ୍ୱର: ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟ ସଭାପତି ପଦ ସହ ବିଜେଡିର […]

ବିଜେଡିରୁ ୬ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ […]

୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ:୫ ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା

ଭୁବନେଶ୍ୱର: ଶନିବାର ଦିନ ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ […]

DGCA ର ନିର୍ଦ୍ଦେଶ କୁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ପ୍ରତିବାଦ

ନୂଆଦିଲ୍ଲୀ: DGCAର ନିର୍ଦ୍ଦେଶନାମାକୁ ଏୟାରଲାଇନ୍ସଗୁଡ଼ିକ ଦୃଢ଼ ବିରୋଧ କରିଛନ୍ତି। ସରକାର କହିଛନ୍ତି ଯେ,”ପ୍ରତ୍ୟେକ ବିମାନରେ ଯାତ୍ରୀମାନଙ୍କୁ ୬୦ପ୍ରତିଶତ ସିଟ୍ ମାଗଣାରେ ଦିଅନ୍ତୁ। ସିଟ୍ ଚୟନ ପାଇଁ ଦେୟ ନିଅନ୍ତୁ ନାହିଁ। ଯାହା ଦ୍ଵାରା ସମାନ […]

ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା […]

ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କା। […]