ନୂଆଦିଲ୍ଲୀ: ଆଜି ଆଣ୍ଡମାନରେ ପବନ ହଂସ ହେଲିକପ୍ଟର ଉଡାଣ ଭରିବା ମାତ୍ରେ ସମୁଦ୍ରରେ ଖସି ପଡିଛି । ହେଲିକପ୍ଟରରେ ଅତି କମରେ ସାତ ଜଣେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]
Archives
ପଲାଶ ପଲ୍ଲୀରେ ଆମ ବସ ଦୁର୍ଘଟଣା : ବ୍ୟକ୍ତି ଗୁରୁତର
ଭୁବନେଶ୍ୱର : ସୋମବାର ରାତିରେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଆମ ବସ ମାଡିଯାଇଥିଲା । ଦୁର୍ଘଟଣାପରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ […]
ଓଡ଼ିଶାରେ ଖାଲି ପଡ଼ିଛି ୯୪ହଜାର ୪୮୫ ସରକାରୀ ପଦବୀ
ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୨, ୨୦୨୬ମସିହା ସୁଦ୍ଧା ବିଭିନ୍ନ ସରକାରୀ ବିଭାଗରେ ୯୪,୪୮୫ଟି ପଦବୀ ଖାଲି ରହିଛି। ଏନେଇ ସୋମବାର ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚାର ଯାଇଥିବା […]
ଲିଙ୍ଗିପୁର ସ୍ଥିତ ସୁପରମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର: ଲିଙ୍ଗିପୁର ଛକ ନିକଟରେ ଥିବା ସୁପର ମାର୍ଟରେ ଲାଗିଛି ନିଆଁ । ସୁପର ମାର୍କେଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ ସୋମବାର […]
ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ
ଭୁବନେଶ୍ୱର: ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବିଜେପିରେ ମିଶିବା ନେଇ ସୂଚନା ମିଳିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ […]
ଦୁଇ ଓଡ଼ିଆ ବିଶ୍ୱ କୁନ୍ ଖେମର୍ ଚ୍ୟାମ୍ପିୟନସିପ୍ରେ ପ୍ରତିନିଧିତ୍ୱ କଲେ
ଭୁବନେଶ୍ୱର: ବିଶ୍ୱ କୁନ୍ ଖେମର୍ ଚ୍ୟାମ୍ପିୟନସିପ୍ରେ ପ୍ରତିନିଧିତ୍ୱ କଲେ ଦୁଇ ଓଡ଼ିଆ। ହିମାଂଶୁ ଭୂଷଣ ଦାସ ଆନ୍ତର୍ଜାତୀୟ ରେଫେରୀ ଭାବେ ପ୍ରତିନିଧିତ୍ୱ କରିଥିବା ବେଳେ, ଆଦିତ୍ୟ ଗୌରବ ତ୍ରିପାଠୀ ସହାୟକ ପ୍ରଶିକ୍ଷକ ଭାବେ ଚ୍ୟାମ୍ପିୟନସିପ୍ରେ […]
ରାଜ୍ୟରେ ସବୁଠି ମିଳୁଛି ଅପମିଶ୍ରିତ ଖାଦ୍ୟ
ବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ, ମଇଦା, […]
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିର
ପୁରୀ:ମାର୍ଚ୍ଚ ୩ ତାରିଖ, ମଙ୍ଗଳବାରରେ ଦୋଳ ପୂର୍ଣ୍ଣିମା ପଡ଼ୁଛି । ଆଉ ସେହି ଦିନ ହିଁ କେତୁଗ୍ରସ୍ତ ରାହୁଦ୍ୟୋୟ ଚନ୍ଦ୍ର ଗ୍ରହଣ । ପୁରୀକୁ ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ […]
ସରକାରୀ କର୍ମଚାରୀଙ୍କୁ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତିର ହିସାବ ଦିଅ
ଭୁବନେଶ୍ୱର: ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା […]
ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; ଜେଲ ଗଲେ ପାଞ୍ଚ ଅଭିଯୁକ୍ତ
ଭୁବନେଶ୍ବର: ରାଜକନିକା ଥାନା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଓ ଅଣଶିକ୍ଷକଙ୍କ ଦ୍ଵାରା ଦୁଷ୍କର୍ମ ଘଟଣାରେ ଆଜି ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ […]
