କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଦାବି କଲେ ଥାଲାପତି

ଚେନ୍ନାଇ: ଆସନ୍ତାକାଲି ସକାଳ ୧୦ଟାରେ ବିଜୟ ଥାଲାପତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟ ଆଜି ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ବିଜୟଙ୍କ ନୂତନ ଦଳ […]

ସୁପ୍ରିମକୋର୍ଟରେ ଜଜ୍ ସଂଖ୍ୟା ହେବ ବୃଦ୍ଧି

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ସୁପ୍ରିମକୋର୍ଟରେ ଜଜ୍ ସଂଖ୍ୟା ବୃଦ୍ଧିକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ବଢାଇ ୩୮ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଛଅ ବର୍ଷ […]

ପରାଜୟ ପରେ ଗର୍ଜିଲେ ମମତା: କହିଲେ“ମୁଁ ହାରିନି, ଦେବିନି ଇସ୍ତଫା”

କୋଲକାତା: ପଶ୍ଚିମବଙ୍ଗରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ବେଙ୍ଗଲରେ ବିଜେପି ବହୁମତ ହାସଲ କରିବା ପରେ ପ୍ରଥମ ଥର ପାଇଁ ଦିଦି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା […]

ଅମିତ ଶାହ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ, ବାଛିବେ ବେଙ୍ଗଲ ସିଏମ୍

ନୂଆଦିଲ୍ଲୀ: ୫ ରାଜ୍ୟରେ ବଜେପି ର ବିଜୟ ହୋଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ବିଜେପିର ଐତିହାସିକ ସଫଳତା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚର୍ଚ୍ଚା। ଏହାରି ଭିତରେ ପଶ୍ଚିମବଙ୍ଗ ବିଧାୟକ […]

ବିହାର କ୍ୟାବିନେଟ୍ ସମ୍ପ୍ରସାରଣ ମେ ୭ରେ

ନୂଆଦିଲ୍ଲୀ: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଆସନ୍ତା ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ […]

ସାଉଦି ଆରବରେ ଇରାନର ଆକ୍ରମଣ: ୩ଜଣ ଭାରତୀୟ ଆହତ

ନୂଆଦିଲ୍ଲୀ: ଆରବ ଏମିରେଟ୍ସରେ ତିନି ଜଣ ଭାରତୀୟ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ । ସୂଚନା ଅନୁଯାୟୀ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର […]

ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଏ ନେଇ ସମସ୍ତ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ […]

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଲେ ମମତା ବାନାର୍ଜୀ :ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଲେ ମୋଦି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି 206 ଆସନରେ ବିଜୟ ଲାଭ କରିଛି। ୧୫ […]

ପଶ୍ଚିମ ବଙ୍ଗ, ଆସାମ ରେ ବିଜେପି ର ବଡ଼ ବିଜୟ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ରେ ଭାଜପା ୨୦୫ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୮୩ ଆସନରେ ଆଗୁଆ ରହିଛି।ଏହି ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପଶ୍ଚିମ ବଙ୍ଗରେ ‘କମଳ’ ଫୁଟିଛି। ୨୦୨୬ […]

ପଶ୍ଚିମବଙ୍ଗରେ ବିଜୟମୁହାଁ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ […]