‘ଅମରାବତୀ’ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀ ଘୋଷିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ […]

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:ସୋମବାର ମଦୁରାଇ କୋର୍ଟ ବ୍ୟବସାୟୀ ପି. ଜୟରାଜ ଏବଂ ତାଙ୍କ ପୁଅ ଜେ. ବେନିକ୍ସଙ୍କ ହେପାଜତ ମୃତ୍ୟୁ ମାମଲାରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ଦେଶରେ କୋଭିଡ୍ ମହାମାରୀ […]

ବେଙ୍ଗଲ ଲାଗି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ରବିବାର ୱେଷ୍ଟ ବେଙ୍ଗଲ ପାଇଁ ନିଜର ଷ୍ଟାର ପ୍ରଚାରକଙ୍କ ଏକ ଦୀର୍ଘ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନଙ୍କ ସମେତ […]

କଶ୍ମୀର ପର୍ଯ୍ୟଟନକୁ ପ୍ରଭାବିତ କଲା ଯୁଦ୍ଧ: ବିମାନ ଚଳାଚଳ ହ୍ରାସ

ଶ୍ରୀନଗର: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରତିକୂଳ ପ୍ରଭାବିତ କରୁଛି। ଉପତ୍ୟକାର ଅର୍ଥନୀତିର ମେରୁଦଣ୍ଡ ଭାବରେ ବିବେଚିତ ପର୍ଯ୍ୟଟନ ଶିଳ୍ପ ଋତୁ ଆରମ୍ଭରେ ଗୁରୁତର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ପ୍ରଥମେ […]

ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗେଇଲେ ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରିଛନ୍ତି । ନୂତନ ନିର୍ଦ୍ଦେଶ ଅନୁଯାୟୀ ଭାରତ ସମେତ ଦେଶଗୁଡ଼ିକରୁ ପେଟେଣ୍ଟ ଔଷଧ ଆମଦାନି ଉପରେ ୧୦୦% […]

ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କଠୁ ବହି ଖାତା ଓ ୟୁନିଫର୍ମ କିଣିବାକୁ ବାଧ୍ୟ୍ୟ କରି ପାରିବେନି ଘରୋଇ ସ୍କୁଲ : ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆଉ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ବହି, ଖାତା, ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ କିଣିବେ ନାହିଁ ଅଭିଭାବକ। ଅଭିଭାବକମାନେ ଏହିସବୁ ଜିନିଷ କେଉଁଠୁ କିଣିବେ, ସେ ସ୍ବାଧିନତା ସେମାନଙ୍କର ରହିବ ବୋଲି ଦିଲ୍ଲୀର ଘରୋଇ […]

ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ ଓ ଏନ୍ଏଚ୍ ଅବରୋଧ

କୋଲକାତା: ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ । ମାଲଦାରେ ଭୋଟର ତାଲିକା ପୁନଃ ନିରୀକ୍ଷଣରେ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟ ଆଜି ପ୍ରବଳ ବର୍ଷିଛନ୍ତି । ଏମିତିକି କେନ୍ଦ୍ରୀୟ […]

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ କ୍ୟାବିନେଟ୍ କମିଟିର ବୈଠକ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)ର ବୈଠକ ଅନୁଷ୍ଠିତ ହୋଇଛି। । ପିଏମ ମୋଦୀ ପଶ୍ଚିମ ଏସିଆ ସଂଘର୍ଷର ପ୍ରଭାବରୁ ନାଗରିକଙ୍କ ସୁରକ୍ଷା ପାଇଁ ଯଥା […]

ଇରାନ ଯୁଦ୍ଧ ପରେ ନାଟୋରୁ ଓହରିପାରେ ଆମେରିକା

ନୂଆଦିଲ୍ଲୀ: ଇରାନ ସହ ଜାରି ସଂଘର୍ଷ ମଧ୍ୟରେ ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସଂଗଠନ ନାଟୋ (ଉତ୍ତର ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ)ରୁ ଓହରି ଯାଇପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାକ୍ଷାତକାରରେ […]

‘ମନ କି ବାତ୍‌’ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରି ବିଶ୍ୱର ସାମ୍ପ୍ରତିକ ସ୍ଥିତି ଓ ଯୁଦ୍ଧ ସଙ୍କଟ ଉପରେ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]