ସାଉଦି ଆରବ ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ:ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧନମନ୍ତ୍ରୀ […]

ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ୪ଟି ଏଲପିଜି ଜାହାଜ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ଉପୁଜିଥିବା ଉତ୍ତେଜନା ସତ୍ତ୍ୱେ ଦେଶରେ ଏଲପିଜି (LPG) ଯୋଗାଣରେ କୌଣସି ସମସ୍ୟା ହେବ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ପ୍ରେସ୍ ବ୍ରିଫିଂରେ ମୁଖପାତ୍ର ରଣଧୀର ଜୟସ୍ଵାଲ ଏହି […]

ସ୍ଥଳସେନା ମୁଖ୍ୟଙ୍କ ୩ ଦିନିଆ ଓଡ଼ିଶା ଗସ୍ତ; ବିଭିନ୍ନ ସାମରିକ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର: ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମାର୍ଚ୍ଚ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟରେ ରହି ଭୁବନେଶ୍ୱର, ପୁରୀ ଓ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ […]

ଶ୍ରୀରାମ ନବମୀ ଅବସରରେ ରାମଲଲ୍ଲାଙ୍କ ସୂର୍ଯ୍ୟତିଳକ

ନୂଆଦିଲ୍ଲୀ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିରରେ ଚଳିତ ବର୍ଷର ରାମ ନବମୀ ଏକ ଐତିହାସିକ ଓ ଆଧ୍ୟାତ୍ମିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ଠିକ୍ ୧୨ଟା ବେଳେ ପ୍ରଭୁ ଶ୍ରୀରାମଲାଲାଙ୍କ ମଥାରେ ‘ସୂର୍ଯ୍ୟ […]

ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଲକଡାଉନ୍ ଖବର ମିଥ୍ୟା ଗୁଜବ : କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଯୁଦ୍ଧପାଇଁ ଭାରତରେ ପୁଣି ଥରେ କୋଭିଡ୍ ଭଳି ଲକଡାଉନ୍ ହେବାକୁ ଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଯାହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଦେଶରେ କୌଣସି ଲକଡାଉନ୍ […]

IPL 2026 କାର୍ଯ୍ୟସୂଚୀ ଘୋଷଣା କଲା BCCI

ଦିଲ୍ଲୀ-ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ l ଚଳିତ ସିଜିନ୍‌ର ମ୍ୟାଚ୍‌ଗୁଡ଼ିକ ମୋଟ ୧୨ଟି ସହରରେ ଆୟୋଜିତ […]

୪୦୦ କୋଟିରୁ ଅଧିକ ଅବୈଧ ରାଶି ଜବତ:EC

ନୂଆଦିଲ୍ଲୀ:ଦେଶର ୫ ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଚାର ସଂହିତା ଲାଗୁ ହୋଇଯାଇଛି। ଏଥିରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ କରି ୪୦୦ କୋଟିରୁ […]

ରେଳ ଷ୍ଟେସନରେ ଗୁପ୍ତ ସୋଲାର୍ କ୍ୟାମେରା ଲଗାଇ ପାକିସ୍ତାନୀ ହ୍ୟାଣ୍ଡଲରମାନଙ୍କୁ ଗୁପ୍ତ ତଥ୍ୟ ଯୋଗାଉଥିବା ଗ୍ୟାଙ୍ଗ କୁ ଧରିଲା ପୁଲିସ

ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ହରିୟାଣା ଭଳି ବ୍ୟସ୍ତବହୁଳ ରେଳ ଷ୍ଟେସନରେ ଗୁପ୍ତ ସୋଲାର୍ କ୍ୟାମେରା ଲଗାଇ ପାକିସ୍ତାନୀ ହ୍ୟାଣ୍ଡଲରମାନଙ୍କୁ ଦେଶର ଗୁପ୍ତ ତଥ୍ୟ ଯୋଗାଉଥିବା ଏକ ବଡ଼ ଗ୍ୟାଙ୍ଗ୍ ଏବେ ପୁଲିସ ହାତରେ ଲାଗିଛି । […]

ଏଲପିଜି ବୁକିଂ ନିୟମକୁ ନେଇ ଗୁଜବକୁ ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ:ଏଲପିଜି ସିଲିଣ୍ଡର ବୁକିଂ ପାଇଁ ନୂତନ ନିୟମ ଲାଗୁ ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ବୁଧବାର ସରକାର ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ […]

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି

ନୂଆଦିଲ୍ଲୀ:ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅନୁମତି ପରେ ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଦିଲ୍ଲୀ ଏମ୍ସ (AIIMS)ଠାରେ ‘ପାସିଭ ଇଉଥାନେସିଆ’ ବା ଇଚ୍ଛାମୃତ୍ୟୁ […]