ଗଣେଶଙ୍କ ପ୍ରତିମୂର୍ତ୍ତି ପଡିଯିବାରୁ ୨ ମୃତ, ୫ ଆହତ

ମୁମ୍ବାଇ: ଶନିବାର ରାତିରେ ଗଣେଷଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜାଙ୍କ ପ୍ରତିମା ପଡି ଯାଇଥିଲା । ଯାହା ଫଳରେ ଏହି ଅଘଟଣ ଘଟିଛି l ସୂଚନା ଅନୁସାରେ, ଶନିବାର ରାତି ୧୦ଟାରେ […]

ପୂର୍ବତନ ବିଚାରପତିଙ୍କୁ ଗୁରୁପ୍ରୀତ କୌରଙ୍କ ଲିଗାଲ ନୋଟିସ୍

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ପତ୍ନୀ ଗୁରୁପ୍ରୀତ କୌର ଏକ ଦୁଷ୍କର୍ମ ମାମଲା ରଫାଦଫା କରିବାକୁ ୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିବାର କଂଗ୍ରେସ ନେତା ସୁଖପାଲ ଖୈରାଙ୍କ ଭିଣୋଇ […]

BCI ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସଂସ୍ଥାର କୋ-ଚେୟାରମ୍ୟାନ୍ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍. ସଦାଶିବ ରେଡ୍ଡୀ, ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଇସ୍ତଫା ଦେବାକୁ ଦାବି […]

ମୋବାଇଲ୍ ମ୍ୟାନୁଫାକ୍ଚରିଂ ସ୍କିମ୍ ଲଞ୍ଚ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ମୋବାଇଲ୍ ଫୋନ୍ ମ୍ୟାନୁଫାକ୍ଚରିଂ ସ୍କିମ ଲଞ୍ଚ୍ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡ଼ିକୁ ବିଭିନ୍ନ ସ୍ତରରେ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯିବ, […]

ପୁଲିସ୍‌ ଷ୍ଟେସନରେ ଆଗରେ ଧାରଣା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ:ଦିଲ୍ଲୀର ସଂସଦ ମାର୍ଗ ପୁଲିସ୍‌ ଷ୍ଟେସନ ବାହାରେ ରାହୁଲ ଗାନ୍ଧି ଧାରଣାରେ ବସିଛନ୍ତି। ତାଙ୍କ ସହ ଅଛନ୍ତି ଛାତ୍ର ଆନ୍ଦୋଳନ ବେଳେ ପେଲେଟ ଗନ ମାଡ଼ରେ ଆହତ ହୋଇଥିବା ଜଣେ ଯୁବକ।ପେଲେଟ ଗନ ମାଡ଼ରେ […]

ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା […]

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ […]

ହକି ବିଶ୍ୱକପ୍ ୨୦୨୬: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍‌ଷ୍ଟେଲଭିନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍‌ର ପୁଲ୍-ଡି ମ୍ୟାଚ୍‌ରେ ଭାରତୀୟ ଦଳ ୫-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ […]

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା କରିଛି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ। ବିଭିନ୍ନ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ସଂଗଠନଗୁଡ଼ିକୁ ଏହି ସମ୍ମାନ ମିଳିବ। […]

ମୃତ୍ୟୁଦଣ୍ଡରେ ଫାଶୀର ବିକଳ୍ପ ନେଇ ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ଫାଶୀଦଣ୍ଡର ଏକ ବିକଳ୍ପ ପଦ୍ଧତି ପାଇଁ ଏକ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ଏହି ମାମଲାକୁ କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି […]