ଫିଫା ବିଶ୍ୱକପରେ ଅଘଟଣ, ପଡ଼ିଆରେ ପିଟାପିଟି ହେଲେ ଦୁଇ ଦେଶର ଖେଳାଳି

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ପଡ଼ିଆରେ ବାଡ଼ିଆବାଡ଼ି ହୋଇଛନ୍ତି କାନାଡା ଓ କତରର ଖେଳାଳି। ଆଜି ଗ୍ରୁପ ବିର ମ୍ୟାଚ୍‌ରେ କାନାଡା ୬-୦ରେ କତରକୁ ହରାଇଥିଲା। ମ୍ୟାଚ୍‌ ସରିବା ମାତ୍ରେ ଦୁଇ ଦେଶର ଖେଳାଳି […]

ମହିଳା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ୧୭୧ ରନର ଟାର୍ଗେଟର ଜବାବରେ ପାକିସ୍ତାନ ୧୭ ଓଭରରେ ୧୦୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।ପ୍ରଥମେ ବ୍ୟାଟିଂ କରିଥିବା […]

ଆଜିଠୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସମେତ ଚଉଦ ଦଳ ଅଂଶଗ୍ରହଣ କରୁଛନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ […]

ଆଜିଠୁ ଆରମ୍ଭ ହେବ ଫିଫା ବିଶ୍ୱକପ୍

ମେକ୍ସିକୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱକପ୍ l ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି। ଏଥିଯୋଗୁ ବିଶ୍ୱକପ୍‌ର ମ୍ୟାଚ୍‌ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହାକି ପୂର୍ବ ସମସ୍ତ ସଂସ୍କରଣ ତୁଳନାରେ […]

ଟିମ୍ ଇଣ୍ଡିଆ ଟେଷ୍ଟ ଇତିହାସରେ ହାସଲ କଲା ସବୁଠାରୁ ବଡ଼ ବିଜୟ

ନୂଆଦିଲ୍ଲୀ: ମୁଲ୍ଲାନପୁରରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ଇନିଂସ ଏବଂ ୩୦୦ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହା ସହିତ ଭାରତ ନିଜର ୯୨ ବର୍ଷର […]

ଆଇପିଏଲ ଉଦଯାପନୀ ଉତ୍ସବରେ ଚମକିଲେ ଓଡ଼ିଆ ପୁଅ ସୂସଙ୍କେତ

ଭୁବନେଶ୍ୱର : ଗତ ରବିବାର ଦିନ ଗୁଜରାଟସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚଳିତ ବର୍ଷର ଆପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ଥର ପାଇଁ ଆରସିବି ଚମ୍ପିୟାନ ହୋଇଛି l ଉଦଯାପନୀ […]

ଗୁଜରାଟକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହେଲା RCB

ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ର ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। RCBଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ।RCBଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। […]

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ

ଚଣ୍ଡିଗଡ:ଶୁକ୍ରବାର ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଗୁଜରାଟ ।ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। […]

କ୍ରିସ୍ ଗେଲଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସ ଦଳର ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ୧୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ଆଇପିଏଲ୍ ସିଜିନରେ ସର୍ବାଧିକ ଛକା […]

ଅଷ୍ଟ୍ରେଲିଆ ସହ ଭାରତ ଖେଳିବ ଟେଷ୍ଟ ମ୍ୟାଚ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ବୁଧବାର ଭାରତୀୟ ସିନିଅର ମହିଳା ଦଳ, ଇଣ୍ଡିଆ-ଏ (ପୁରୁଷ ଓ ମହିଳା) ଏବଂ ଇଣ୍ଡିଆ ଅଣ୍ଡର ୧୯ (ପୁରୁଷ ଓ ମହିଳା) ଦଳ ପାଇଁ ମ୍ୟାଚ ଫିକ୍ସଚର ପ୍ରକାଶ କରିଛି । […]