କଟକ: ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା […]
Category: ରାଜ୍ୟ
ଅଟକିଲା ବସ୍ ଧର୍ମଘଟ; ଯାତ୍ରୀଙ୍କୁ ଆଶ୍ୱସ୍ତି
ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆସନ୍ତା ଜୁନ୍ ୧୦ରୁ ହେବାକୁ ଥିବା ଘରୋଇ ବସ୍ ଧର୍ମଘଟକୁ ସାମୟିକ ଭାବେ ସ୍ଥଗିତ ରଖିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ସହ ଆଲୋଚନା […]
NOC ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିଅର ଆସିଷ୍ଟାଣ୍ଟ
ଭଦ୍ରକ: ଘରୋଇ ସ୍କୁଲକୁ NOC ପ୍ରଦାନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଭିଜିଲାନ୍ସ ଟିମ୍ […]
ପିପିଲିରେ ହେବ ଚାନ୍ଦୁଆ ହସ୍ତଶିଳ୍ପ ହବ୍, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ […]
ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ନିକଟରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ […]
ସରକାରୀ ଅଫିସରେ ଭଡ଼ା ପାଇଁ ଇଭି ଗାଡ଼ି ବାଧ୍ୟତାମୂଳକ: ଭଡ଼ା ଧାର୍ଯ୍ୟ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ସମସ୍ତ ସରକାରୀ ଅଫିସରେ ଇଭି ଗାଡ଼ି ଭଡ଼ାରେ ନେଇ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି। ବ୍ଲକ ଓ ତହସିଲଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ପାଇଁ ମାସିକ […]
ଖଣି ପ୍ରଭାବିତ ଜିଲ୍ଲା ପାଇଁ ନୂଆ DMF ନୀତି
ଭୁବନେଶ୍ୱର: ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ DMF ପାଣ୍ଠି ବଣ୍ଟନରେ ରାଜ୍ୟ ସରକାର ନୂଆ ନୀତି ଲାଗୁ କରିଛନ୍ତି । ଯଦି କୌଣସି ଖଣିର ପ୍ରଭାବିତ ଅଞ୍ଚଳ ଏକାଧିକ ଜିଲ୍ଲାକୁ ବ୍ୟାପିଥାଏ, ତେବେ ସେହି […]
ଓଡିଶା ସରକାରକୁ ପୂରିଲା ୨ ବର୍ଷ: ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକଶିତ ଭାରତ’ ସହିତ ‘ସମୃଦ୍ଧ ଓଡ଼ିଶା’ ଗଠନର ମହାଯଜ୍ଞରେ ସାମିଲ ହୋଇ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ […]
ଗିରଫ ହେଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି CBI। ଗିରଫ ହୋଇଥିବା ଅଧିକାରୀ ହେଲେ ରମେଶ କୁମାର ମହାନ୍ତି। ଜଣେ ସାଧାରଣ ନାଗରିକଙ୍କ କାମ କରାଇଦେବା ନାଁରେ […]
ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଆକୁଳ ନିବେଦନ
ଭୁବନେଶ୍ୱର: ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧକ ଅବସ୍ଥାରେ ଫସି ରହିଛନ୍ତି ଓଡ଼ିଶାର ଚାରିଜଣ ଶ୍ରମିକ। ଦୀର୍ଘ ଚାରି ମାସ ହେବ ସେମାନଙ୍କୁ ଦରମା ମିଳିନଥିବା ବେଳେ ବର୍ତ୍ତମାନ ସେମାନଙ୍କ ଦିନ […]
