ଭୁବନେଶ୍ୱର: ହାଇକୋର୍ଟରେ ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ […]
Month: February 2026
ଭୁବନେଶ୍ୱରର ୫ଟି ସ୍ଥାନରେ ଇଡିର ଚଢ଼ଉ
ଭୁବନେଶ୍ୱର: ଅର୍ଥ ହେରଫେର୍ ଏବଂ ଜମି ଜାଲିଆତି ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି । ହାଇଟେକ୍ ମେଡ଼ିକାଲ କଲେଜ ଓ ଭାରତୀୟ ବିଜ୍ଞାନ ବିକାଶ […]
ପ୍ରଖ୍ୟାତ ଘୋଡାନାଚ କଳାକାର ଉଚ୍ଛବ ଚରଣ ଦାସ ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
କଟକ: ଓଡ଼ିଶାର ପ୍ରଖ୍ୟାତ ଘୋଡାନାଚ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କଳାକାର ଡକ୍ଟର ଉଛବ ଚରଣ ଦାସ କଟକର ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। […]
ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଅତ୍ୟାଧୁନିକ ଜଳ ପରିଚାଳନା ବ୍ୟବସ୍ଥା ପାଇଁ ଟାଟାର ଅନନ୍ୟ ପଦକ୍ଷେପ
ଯାଜପୁର: ପରିବେଶ ପ୍ରଦୂଷଣ ଓ ଜଳ ସଙ୍କଟ କୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯାଇଛି। କମ୍ପାନୀ ପକ୍ଷରୁ […]
ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
ନୂଆଦିଲ୍ଲୀ: ଇସ୍ରାଏଲର ସଂସଦ ‘ନେସେଟ୍’ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସ୍ପିକର ଅଫ୍ ଦି ନେସେଟ୍ ମେଡାଲ’ (Speaker of the Knesset Medal)ରେ ସମ୍ମାନିତ କରିଛି। ଏହା ଇସ୍ରାଏଲୀ ସଂସଦର ସର୍ବୋଚ୍ଚ ସମ୍ମାନ […]
ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ଇଡି । ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। […]
ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ ଆୟୋଜିତ
କଟକ: ଆଜି ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ, କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ବାରା ସଫଳତାର ସହ ଆୟୋଜନ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର […]
ଖଣି ଅଧିକାରୀଙ୍କ ଘରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କଲା ଭିଜିଲାନ୍ସ
ଭୁବନେଶ୍ୱର: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏବେ […]
ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବି
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଏକ ଘରୋଇ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। […]
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ନେଇ ମାଗିଲେ ଟଙ୍କା
ଭୁବନେଶ୍ୱର: ଠକମାନେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଯାହାକୁ ନେଇ ଜନସାଧାରଣଙ୍କୁ ଏକ ବାର୍ତ୍ତାରେ ସଚେତନ କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, […]
