ପୁଣି ଦିଲ୍ଲୀରେ ଭୁଶୁଡ଼ିଲା ତିନି ମହଲା କୋଠା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାୱଡ଼ି ବଜାର ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। କୋଠାର ଭଙ୍ଗା ଆବର୍ଜନା ତଳେ ଅନେକ ଲୋକ ଫସି ରହିଥିବା […]

ଗୋଷ୍ଠୀ ସଂଘର୍ଷରୁ ମାଉସୀ ମା’ ଛକରେ ଗୁଳିକାଣ୍ଡ; ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ମାଉସୀ ମା’ ଛକରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୌଣସି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ […]

୭ଟି ବିଶ୍ୱବିଦ୍ୟାଳୟକୁ ତୁରନ୍ତ NAAC ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଏଥିସହ […]

ପଛପଟୁ ଧକ୍କା ଦେଲା ସ୍କର୍ପିଓ, ଜୀବନ ହାରିଲେ ୪୪ ବର୍ଷୀୟ ପ୍ରଦୀପ

କଟକ: ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅଶ୍ବିନୀ ଦାସଙ୍କ ସ୍କର୍ପିଓ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି […]

ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ ସଚିବ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ ତଥା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନିଜ କ୍ଷମତାର ଅପବ୍ୟବହାର କରିବା ପୁଣିଥରେ ମହଙ୍ଗା ପଡ଼ିଛି। ମାତ୍ର ୯ମାସ ବ୍ୟବଧାନରେ ତାଙ୍କୁ ପୁଣିଥରେ […]

ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମାସିକ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଦାୟିତ୍ୱ ତୁଲାଉଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଏଣିକି ସେମାନେ କାର୍ଯ୍ୟ କରୁଥିବା ସ୍ଥାନ ଏବଂ ପୋଷ୍ଟିଂର ଭୌଗୋଳିକ […]

ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସହିତ କୋରାପୁଟ ଜିଲ୍ଲା ପ୍ରଶାସନର ଚାପ ପରେ କୋଟିଆରୁ ଫେରିଗଲେ ପୁଲିଂ ପାର୍ଟି

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l ହେଲେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ […]

ବାତ୍ୟା ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୭.୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ SRC

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ […]

ବିଶ୍ୱାସରେ ବିଷ ଦେଲା କେୟାରଟେକର, ମାଲିକାଣୀଙ୍କୁ ହତ୍ୟା କରି ଫେରାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାଲିକାଣୀଙ୍କୁ ମାରି ସୁନାଗହଣା ଧରି ଫେରାର ହୋଇଯାଇଥିବା ଅଭିଯୋଗ। ଲକ୍ଷ୍ମୀସାଗରର ବୁଦ୍ଧ ନଗରରେ ଘଟିଛି ଏହି ଘଟଣା। ବିଶ୍ୱାସରେ ବିଷ ଦେଲା କେୟାରଟେକର। ମୃତ ବୃଦ୍ଧାଙ୍କ ନାଁ କୁଞ୍ଜଲତା ନନ୍ଦ। […]

ଆମେରିକା ନିର୍ବାଚନରେ ବାଜି ମାରିଲେ ଭାରତୀୟ ବଂଶୋଦ୍ଭବ ପିଆ ଡାଣ୍ଡିଆ

ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଫଳାଫଳ ଆସିବା ସହ ରାଜନୈତିକ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପ୍ରାଥମିକ ଟ୍ରେଣ୍ଡ ଅନୁସାରେ, ଭାରତୀୟ ବଂଶୋଦ୍ଭବ ପିଆ ଡାଣ୍ଡିଆ ବିଜୟୀ ହୋଇ ଆମେରିକାର ରାଜନୈତିକ ମଞ୍ଚରେ ନିଜର ଦୃଢ଼ […]