ଥାନା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ପୁଲିସ କର୍ମଚାରୀ ମୃତ

ଝାରସୁଗୁଡା :ଆଜି ଭୋର ସମୟରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା […]

ନବ ଦାସ ହତ୍ୟା ମାମଲାରେ PSO ଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡା:ନବ ଦାସ ହତ୍ୟା ମାମଲାରେ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାରସୁଗୁଡ଼ା ଏଡିଜେରେ ପିଏସଓ ମିତ୍ରଭାନୁ ଦେଓ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ […]

ପୋଲିସ ରିମାଣ୍ଡରେ ଗଲେ ଦିଲ୍ଲୀ AI ସମ୍ମିଟରେ ପ୍ରଦର୍ଶନକାରୀ କଂଗ୍ରେସ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ:ଭାରତ ମଣ୍ଡପମରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ’ରେ ବିରୋଧ ପ୍ରଦର୍ଶନ ଲାଗି ୟୁଥ କଂଗ୍ରେସର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଗିରଫର ଦିନକ ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ […]

ଅନୁଗୁଳ ଜଙ୍ଗଲ ରେ ପକିନିକି ଉପରେ ଲାଗୁହେଲା କଟକଣା

ଅନୁଗୁଳ: ମାର୍ଚ୍ଚ ୧ରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। […]

‘ଅପରେସନ ସାଇବର କବଚ’ର ନବମ ଦିନ :୨୦୬୭ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୪୬ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର :ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସାଇବର କବଚ’ ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର […]

ଏ ବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଭୁବନେଶ୍ୱର:ଏବର୍ଷ ବି ବନ୍ଦ ରହିଲା ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା […]

ଏ ବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଭୁବନେଶ୍ୱର:ଏବର୍ଷ ବି ବନ୍ଦ ରହିଲା ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା […]

ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ରାଜ୍ୟରେ କେଉଁ ଜିଲ୍ଲାରେ କେତୋଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି ଏବଂ କେତୋଟିର ନିଜସ୍ୱ ଗୃହ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏ ନେଇ ବିଧାନସଭାରେ […]

୩୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର କାରବାରରେ ୩ ଜଣ ଗିରଫ

ଭୁବନେଶ୍ୱର: ଯୁବପୀଢ଼ିଙ୍କୁ ବିଷ ବିକି ରୋଜଗାର କରୁଥିଲେ ପୁଳା ପୁଳା କଳାଟଙ୍କା । ବ୍ରାଉନ ସୁଗାର ବେପାର କରିବା ଅଭିଯୋଗରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୩ ଜଣଙ୍କୁ ଗିରଫ […]