ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ତଥା ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚିତ୍ର ବା ନ୍ୟାସନାଲ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ “ସାମର୍ଥ୍ୟ-୨୦୨୬” ଆରମ୍ଭ ହୋଇଯାଇଛି | ରାଜ୍ୟ ତଥା ଜାତୀୟ ସ୍ତରର ୬୪ ଟି ଫିଲ୍ମ […]
Month: September 2026
ମିଛ ଦୁର୍ଘଟଣା ଖବର ଦେଇ ମହିଳାଙ୍କୁ ଡାକିନେଇ ଗଣଦୁଷ୍କର୍ମ ଅଭିଯୋଗ
ଯାଜପୁର: ଜଣେ ମହିଳାଙ୍କୁ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିବା ମିଛ ଖବର ଦେଇ ଡାକିନେବା ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଯାଜପୁର ରୋଡ୍ର ଏକ ହୋଟେଲରେ କାମ କରୁଥିବା ମହିଳାଙ୍କୁ […]
ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ, ଦିନିକିଆ ରିମାଣ୍ଡରେ ପଠାଇଲେ କୋର୍ଟ
ନୂଆଦିଲ୍ଲୀ: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଦିନିକିଆ ରିମାଣ୍ଡରେ ନେଇଛି। ଅନୁସୂଚିତ ଜନଜାତି ଓ ପୋକସୋ ଭଳି ସାଂଘାତିକ ଦଫାରେ ପୋଲିସ ତାଙ୍କୁ ଗିରଫ କରିଛି। କକ୍ରୋଚ ଜନତା ପାର୍ଟିର ଜନ୍ତରମନ୍ତର […]
ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ; ୮,୪୩୪ ଗ୍ୟାସ ସିଲିଣ୍ଡର ଜବତ, ୯ ଗିରଫ
ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଚଢ଼ାଉ ଅଭିଯାନ ଚାଲିଛି | ରାଜ୍ୟବ୍ୟାପୀ ଚଢ଼ାଉରେ ୮,୪୩୪ଟି ଏଲପିଜି ସିଲିଣ୍ଡର […]
ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ଉଚ୍ଛେଦ
ରାଉରକେଲା: ବନ ବିଭାଗର ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମିତ କାର୍ଯ୍ୟାଳୟ ଉପରେ ବନ ବିଭାଗର ବଡ଼ ଆକ୍ସନ୍ । ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ […]
କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ
ଭୁବନେଶ୍ୱର: କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବା ସହିତ ସୋସିଆଲ […]
ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗଜପତି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍ ମାମଲାରେ ସମ୍ପୃକ୍ତ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ […]
ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରି ରେକର୍ଡ କଲେ ସ୍ମୃତି ମନ୍ଧାନା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା କ୍ରିକେଟ ରେ ଇତିହାସ ରଚିଛନ୍ତି ଭାରତର ସ୍ମୃତି ମନ୍ଧାନା। ସେ ମିତାଲି ରାଜଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ […]
ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି
ଭୁବନେଶ୍ୱର : ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର […]
ମର୍ମନ୍ତୁଦ ବସ୍ ଦୁର୍ଘଟଣା, ଚାଳକ ମୃତ; ୩୦ରୁ ଅଧିକ ଆହତ
ନୟାଗଡ଼: ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଏକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ […]
