ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ବିଜେପି ନେତା କାଳିଆ ନାହାକଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ହୋଇଛି। କାଳିଆ ହରିଡ଼ାପଦର ମଣ୍ଡଳ ବିଜେପି ସଭାପତି ଭାବେ […]
Month: September 2026
ଅଭିନେତ୍ରୀ ରକୁଲଙ୍କ ଘରେ ଆୟକର ଚଢ଼ଉ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏବଂ ଭେଟେରାନ୍ ପ୍ରଯୋଜକ ବାସୁ ଭଗନାନୀଙ୍କ ମୋଟ ୧୨ଟି ଠିକଣାରେ ଆୟକର ବିଭାଗ ଚଢାଉ କରିଛି। ବିଦେଶକୁ ଅର୍ଥ ପଠାଇବା ଏବଂ ବଡ଼ଧରଣର ଟିକସ ଫାଙ୍କିବା […]
ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କେନ୍ଦୁଝର: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର […]
ବହି ତ୍ରୁଟି ପ୍ରସଙ୍ଗରେ PMOର ହସ୍ତକ୍ଷେପ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ PMOର ନିର୍ଦ୍ଦେଶ। ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । […]
ସିଏଜି ଅଡିଟ ରିପୋର୍ଟରୁ ଆସିଲା BJD ଶାସନରେ ଡିଏମଏଫ ପାଣ୍ଠିର ବ୍ୟାପକ ଅନିୟମିତତାର ସାଙ୍ଘାତିକ ତଥ୍ୟ
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ଭାରତର ମହାଲେଖାଗାର ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ ରିପୋର୍ଟ ରାଜ୍ୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଡିଏମଏଫ ପାଣ୍ଠି ଖର୍ଚ୍ଚର ବ୍ୟାପକ ଅନିୟମିତତା ଓ ହରିଲୁଟକୁ ସାମ୍ନାକୁ ଆସିଛି । ବିଜେଡି […]
ଇ -ଚାଲାଣ ନଦେଲେ ବିଜୁଳି ବିଲ୍ ସହ ଯୋଡ଼ିଦିଅ:ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ଇ-ଚାଲାଣ ବାବଦକୁ ବକେୟା ଥିବା ପ୍ରାୟ ୨୦,୦୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାଫିକ୍ ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ିବା କଥା ବିଚାର […]
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ
ପୁରୀ: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍ସ୍ଥିତ ‘ନନ୍ଦିନୀ ଗେଷ୍ଟ ହାଉସ୍’ରେ ଜଣେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ […]
ତିଲକ ନଗରରେ ଯୁବକଙ୍କୁ ଚାପୁଡ଼ା ମାରି ବିବାଦରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସର୍ବସାଧାରଣରେ ଜଣେ ଯୁବକଙ୍କୁ ଚାପୁଡା ମାରି ଅଡୁଆରେ ପଡିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା। ରବିବାର ଉପ-ମୁଖ୍ୟମନ୍ତ୍ରୀ ବର୍ମା ଦିଲ୍ଲୀର ତିଲକ ନଗର ଅଞ୍ଚଳକୁ ରାସ୍ତା ନିର୍ମାଣ କାର୍ଯ୍ୟ […]
ଉଜ୍ଜୈନର ଶାହି ମସଜିଦ ଭଙ୍ଗାକୁ ନେଇ ବିକ୍ଷୋଭ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନ ସହରରେ ଥିବା ଶାହି ମସଜିଦର ଏକ ଅଂଶ ଭଙ୍ଗା ଯିବାକୁ ନେଇ ମୁସଲିମ ସମ୍ପ୍ରଦାୟ ଗୋଷ୍ଠୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ପଥର ମାଡ଼ […]
ଆଜି ଲୋୟର PMGରେ ବିଜେଡିର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର: ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ସମାବେଶ | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ […]
