ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ୍ ପ୍ରୋଗ୍ରାମ ପରିଚାଳକ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଅଭିଯୋଗକାରିଣୀ ଆଶାକର୍ମୀଙ୍କର ମାଟ୍ରିକ ସାର୍ଟିଫିକେଟ୍ ଏବଂ ଆଧାରକାର୍ଡରେ ଦୁଇଟି ଭିନ୍ନ ଭିନ୍ନ ଜନ୍ମ […]
Author: Mysanket News
ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ
ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା […]
ଅନଲାଇନ୍ ଅଟୋ ଷ୍ଟାଣ୍ଡ ଉପରେ ବୁଲିଲା ବୁଲଡୋଜର୍ :କ୍ଷତିପୂରଣ ଭରିବେ ଅଟୋ ଚାଳକ
ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ କୁ ପୋଲିସ ଭାଙ୍ଗି ଦେଇଛି। ବୁଲଡୋଜର ଜରିଆରେ ସମ୍ପୂର୍ଣ୍ଣ […]
ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର
ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ […]
ଆନ୍ଦୋଳନ ବେଳେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବାରୁ ୪୦୦ରୁ ଅଧିକ ଅଟୋ ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଅନଲାଇନ ଅଟୋ ସଂଘର ରାସ୍ତାରୋକ ଏବଂ ବସ୍ ଭଙ୍ଗାରୁଜା ମାମଲାରେ ପରିବହନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଆଇନ ଭାବେ ରାସ୍ତା ଅବରୋଧ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବାରେ ବ୍ୟବହୃତ […]
ହକି ବିଶ୍ୱକପ୍ ୨୦୨୬: ପାକିସ୍ତାନକୁ ହରାଇଲା ଭାରତ
ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍ଷ୍ଟେଲଭିନ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍ର ପୁଲ୍-ଡି ମ୍ୟାଚ୍ରେ ଭାରତୀୟ ଦଳ ୫-୩ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ […]
ସରିଲା ଦାବି/ଆପତ୍ତି ସମୟ ସୀମା:୨୧ ସେପ୍ଟେମ୍ବର ରେ ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା
ଭୁବନେଶ୍ୱର:ରାଜ୍ୟରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଆଜି ସମାପ୍ତ ହୋଇଛି। ଆସନ୍ତା […]
MMDR ସଂଶୋଧିତ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର:MMDR ସଂଶୋଧିତ ବିଲ୍କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ବିଲ୍ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ବୋଲି କହିବା ସହ ବିନା ଆଲୋଚନାରେ […]
ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ କଲେ ସୁରେଶ ପୂଜାରୀ ମିଳିବ ରାଜସ୍ୱ ବିଭାଗର ସେବା
ଭୁବନେଶ୍ୱର:ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ‘ଅମସାଥି ଚାଟ୍ବଟ୍’ ମାଧ୍ୟମରେ ରାଜସ୍ୱ ବିଭାଗର […]
ଅନଲାଇନ୍ ଅଟୋ ସଂଘ ଏବଂ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଠି ଚାର୍ଜ କଲା ପୋଲିସ
ଭୁବନେଶ୍ୱର:ଗତ ତିନି ଦିନ ହେଲା ଅନଲାଇନ୍ ଅଟୋ ସଂଘ ଡ୍ରାଇଭରମାନେ ଲୋୟର ପିଏମ୍ ଜିରେ ଆନ୍ଦୋଳନ କରୁଛନ୍ତି। ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର […]
