ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଯାତାୟାତ ସମସ୍ୟା । ସମସ୍ୟାର ସ୍ଥାୟୀ ସମାଧାନ ଓ ସହର ଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

ଓଡ଼ିଶା ଡିଜିପି ନିଯୁକ୍ତି ମାମଲା :ସେପ୍ଟେମ୍ବର ୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାୟର ଜନସ୍ୱାର୍ଥ ଆବେଦନ ର ଶୁଣାଣିକୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ୨୦୦୬ ମସିହାର ବହୁଚର୍ଚ୍ଚିତ ‘ପ୍ରକାଶ ସିଂହ’ ମାମଲାରେ […]

ଓଡ଼ିଶାର ପ୍ରଥମ ଆନିମେଟେଡ୍‌ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଅଗଷ୍ଟ ୨୮ରେ ମୁକ୍ତିଲାଭ କରିବ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଆନିମେଟେଡ୍‌ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ପୂର୍ବରୁ ଜୁଲାଇ ୧୭ରେ ରିଲିଜ୍‌ ହେବାକୁ ଥିବାବେଳେ ଏବେ ଅଗଷ୍ଟ ୨୮ ତାରିଖରେ ଦେଶର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି […]

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା କରିଛି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ। ବିଭିନ୍ନ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ସଂଗଠନଗୁଡ଼ିକୁ ଏହି ସମ୍ମାନ ମିଳିବ। […]

OHRCର ନୂତନ ସଦସ୍ୟ ହେଲେ ବିରଜା ଶଙ୍କର ମିଶ୍ର

ଭୁବନେଶ୍ୱର: ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ଓଡ଼ିଶା ମାନବାଧିକାର କମିଶନ (OHRC) ର ନୂତନ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ କେନ୍ଦୁଝର ଜିଲ୍ଲାର ନିବାସୀ ନାରାୟଣ ମିଶ୍ରଙ୍କ ସୁପୁତ୍ର […]

ମୃତ୍ୟୁଦଣ୍ଡରେ ଫାଶୀର ବିକଳ୍ପ ନେଇ ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ଫାଶୀଦଣ୍ଡର ଏକ ବିକଳ୍ପ ପଦ୍ଧତି ପାଇଁ ଏକ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ଏହି ମାମଲାକୁ କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି […]

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଘୋଷଣା ହେଲା ୧,୦୦୦ କୋଟିର ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୧,୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ […]

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ସ୍କୁଲ କିରାଣୀ

କେନ୍ଦ୍ରାପଡ଼ା: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସରକାରୀ ସ୍କୁଲ କିରାଣୀଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଏକ ସରକାରୀ ଉଚ୍ଚ […]

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କ୍ୟାପିଟାଲ ହସ୍ପିଟାଲର ସହକାରୀ ଶଲ୍ୟ ଚିକିତ୍ସକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସହକାରୀ ଶଲ୍ୟ ଚିକିତ୍ସକ ଡାକ୍ତର ସତ୍ୟଜିତ୍ ବେହେରାଙ୍କୁ ସୋମବାର ଦିନ ଭିଜିଲାନ୍ସ ଗିରଫ […]

JSSC-CGL ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର

ଝାଡ଼ଖଣ୍ଡ: ବହୁ ବାଦବିବାଦ ପରେ JSSC-CGL ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ l ସିଜିଏଲ୍ ସହିତ ଟିଡିପିଏଲ୍ ଦ୍ୱାରା ପରିଚାଳିତ ହୋଇଥିବା ସମସ୍ତ ନିଯୁକ୍ତି ପରୀକ୍ଷାକୁ ମଧ୍ୟ […]