ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ଓଡ଼ିଶାରୁ ମିଳିଲା ସମର୍ଥନ । ଦିଲ୍ଲୀର ଯନ୍ତରମନ୍ତରରେ ସମାଜ ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସଂଗଠନ […]
Author: Mysanket News
ବଦଳି ଆଦେଶ ଅମାନ୍ୟ କଲେ ବନ୍ଦ ହେବ ଦରମା
ଭୁବନେଶ୍ୱର: ବଦଳି ଆଦେଶକୁ ଅଣଦେଖା କରି ନୂଆ କାର୍ଯ୍ୟସ୍ଥଳରେ ଯୋଗ ନଦେଉଥିବା ଅଧିକାରୀଙ୍କୁ ଶେଷ ଚେତାବନୀ ଦିଆଯାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି […]
ପୋଲିସ ମୁଖ୍ୟାଳୟରେ ତ୍ରିପୁରା ଡିଜିପି ଅନୁରାଗ ଧନଖଡଙ୍କ ମୃତ୍ୟୁ
ଅଗରତାଲା: ତ୍ରିପୁରା ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତ୍ୟୁ ଘଟିଛି | ମୃତ ଦେହ ପୋଲିସ ମୁଖ୍ୟାଳୟରେ ମିଳିଥିବା ଜଣା ପଡିଛି । ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ […]
ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ପ୍ରଚାର ଅଭିଯୋଗରେ ଫସିଲେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ
ଭୁବନେଶ୍ୱର: ମିଥ୍ୟା ପ୍ରଚାର ଅଭିଯୋଗରେ କ୍ୟାପିଟାଲ୍ ଥାନା ପୋଲିସ, ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସରେ ଚଢ଼ଉ କରିବା ସହ ଅଫିସ କୁ ସିଲ୍ କରିଛି। ମିଳିଥିବା ଖବର ଅନୁଯାୟୀ, ଗତ ୧୨ ତାରିଖରେ […]
ବିଜେପିରେ ମିଶିବା ଖବର ଗୁଜବ ବୋଲି କହିଲେ ବିକ୍ରମ ଆରୁଖ
ଭୁବନେଶ୍ୱର: ଗତ କିଛଦିନ ଧରି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରବିବାର ସନ୍ଧ୍ୟାରେ ଏହାକୁ ଗୁଜବ […]
‘ଫିଫା-୨୦୨୬’ ଚାମ୍ପିଅନ୍ ହେଲା ସ୍ପେନ୍
ୱାସିଂଟନ: ରବିବାର ନ୍ୟୁ ୟର୍କର ମେଟ୍ ଲାଲଫ ଷ୍ଟାଡ଼ିୟମରେ ଅନୁଷ୍ଠିତ ମେଗା ଫିଫା ବିଶ୍ୱକପ୍ ୨୦୨୬ ର ଫାଇନାଲ୍ ମ୍ୟାଚରେ ସ୍ପେନ୍, ୨୦୨୨ ର ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ […]
ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ସରକାର-ବିରୋଧୀଙ୍କ ମଧ୍ୟରେ ହେବ ମୁକାବିଲା
ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ । ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା […]
ଫିଫା ଫାଇନାଲ୍ ପାଇଁ କେରଳରେ ସୋମବାର ଛୁଟି
କେରଳ: ଫିଫା ୱାର୍ଲ୍ଡ କପ୍ ଫାଇନାଲ୍ ମ୍ୟାଚ୍କୁ ଦେଖିବା ପାଇଁ କେରଳ ସରକାର ଫୁଟବଲପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ ସୋମବାରକୁ ଛୁଟି ଘୋଷଣା କରିଛନ୍ତି । ପିଟିଆଇ ରିପୋର୍ଟ ଅନୁଯାୟୀ, ଫିଫା ୱାର୍ଲ୍ଡ କପ୍ […]
ଜାପାନ ଓପନ ଟାଇଟଲ୍ ଜିତି ଇତିହାସ ରଚିଲେ ପି.ଭି. ସିନ୍ଧୁ
ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ରବିବାର ଇତିହାସ ରଚିଛନ୍ତି। ଜାପାନ ଓପନ୍ ଟାଇଟଲର ମହିଳା ସିଙ୍ଗଲ୍ସ ଫାଇନାଲରେ ବିଶ୍ୱ ଚାମ୍ପିଅନ ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ସେ ଏହି ଗୌରବ ହାସଲ […]
‘ଉପଯୁକ୍ତ ଚିକିତ୍ସା ମିଳୁନି’— ଦିଲ୍ଲୀ ହାଇକୋର୍ଟରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ଅଭିଯୋଗ
ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ରାଜଧାନୀ ଦିଲ୍ଲୀରେ ଦୀର୍ଘ ୨୧ ଦିନ ଧରି ଅନଶନରେ ବସିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିବା […]
