ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ-ଜାପାନ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସନା ତକାଇଚୀଙ୍କର ଏହା ପ୍ରଥମ ଭାରତ ଗସ୍ତ । ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ […]
Author: Mysanket News
ମିଳିଲା ଜାତୀୟ ଦଳରେ ସୁଯୋଗ, ଓଡ଼ିଶାର ୯ ଯୁବ ହକି ଖେଳାଳି ଯିବେ ବେଲଜିୟମ
ଭୁବନେଶ୍ୱର: ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ […]
ଆଦାନୀ ଏଣ୍ଟରପ୍ରାଇଜେସ ସହିତ ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝୀଙ୍କ ଉପସ୍ଥିତିରେ ୟୁଏଇର ଆବୁଧାବୀସ୍ଥିତ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓ ରାଜ୍ୟ ଶିଳ୍ପ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ […]
ହ୍ୱାଟସ୍ଆପ୍ର ‘ୟୁଜରନେମ୍’ ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମେଟା ଅଧିକୃତ ହ୍ୱାଟସ୍ଆପ୍ ଏବେ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ବଦଳରେ ଏକ ନିର୍ଦ୍ଦିଷ୍ଟ ‘ୟୁଜରନେମ୍’ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ଯାହାଫଳରେ […]
ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି
ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି […]
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ […]
ପାଠ୍ୟପୁସ୍ତକ ତ୍ରୁଟି ବିବାଦରେ ଗଣଶିକ୍ଷା ସଚିବଙ୍କ ବଡ଼ ଘୋଷଣା: ପିଲାଙ୍କୁ ମିଳିବ ସଂଶୋଧିତ ନୂଆ ବହି
ଭୁବନେଶ୍ୱର: ରାଜ୍ୟରେ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଚାଲିଥିବା ବିବାଦକୁ ନେଇ ବିଭାଗୀୟ ସଚିବ ଏନ୍. ତିରୁମାଲା ନାଏକ ସୂଚନା ଦେଇଛନ୍ତି ଯେ, ସରକାର ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ସଂଶୋଧିତ ଏବଂ ତ୍ରୁଟିଶୂନ୍ୟ ନୂଆ […]
ଅକ୍ଟୋବର ସୁଦ୍ଧା ଶେଷ ହେବ ସବ୍-ଇନ୍ସପେକ୍ଟର ପରୀକ୍ଷା
ଭୁବନେଶ୍ୱର: ଚଳିତ ୨୦୨୬ ବର୍ଷର ଅକ୍ଟୋବର ମାସ ସୁଦ୍ଧା ସମସ୍ତ SI ପରୀକ୍ଷା ପ୍ରକ୍ରିୟା ଶେଷ କରାଯିବ ବୋଲି OUSSSC (ଓଡ଼ିଶା ଉପପୁଲିସ ସେବା ଚୟନ ଆୟୋଗ) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା […]
SCBରେ ଜୁନିଅର ଡାକ୍ତରଙ୍କ ବିକ୍ଷୋଭ: OMSA ର ସମର୍ଥନ
କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ […]
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍ଏସ୍୧୦୩)କୁ ବାଦ୍ ଦେଇଛି ପୋଲିସ । […]
