ନୂଆଦିଲ୍ଲୀ: ଆରବ ସାଗରରେ ଭାରତ ଜାହାଜ ସହିତ ପାକିସ୍ତାନ ଜାହାଜ ଧକ୍କା ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ଭାରତ ଏହାକୁ ଅତି ଗମ୍ଭୀରତାର ସହିତ ନେଇ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ […]
Category: ଦେଶ
ମଣିପୁରରେ ହିଂସାକାଣ୍ଡ :ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ
ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି l ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଫାର୍ମହାଉସ୍ ଏବଂ ବାସଗୃହ ନିଆଁରେ ଜଳି ଯାଇଛି […]
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
ମୁମ୍ବାଇ: ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା। ଓଡ଼ିଶାରୁ ଏହି ସମାରୋହରେ ଯୋଗଦେବା ପାଇଁ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା […]
ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ଘଟଣାରେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଗୁରୁଗ୍ରାମ ରାଜରାସ୍ତାରେ ଜଣେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଇଥିବା କାର୍ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍ ଗିରଫ କରିଛି। ଗୁରୁଗ୍ରାମରେ ଘଟିଥିବା ଏହି ହିଟ୍ […]
ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍ରେଙ୍କ ନାଁରେ ଏଫଆଇଆର୍ ରୁଜୁ କଲା ସିବିଆଇ
ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ସୋମବାର ସିବିଆଇ ବିଧାୟକ ଆଦିତ୍ୟ ଠାକ୍ରେ, ଅଭିନେତା ଡିନୋ ମୋରିଆ, ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ନାମରେ ଏଫଆଇଆର ରୁଜୁ କରିଛି […]
ବିଜେପିରେ ମିଶିବେ ଟିଏମସିର ୧୭ ବିଦ୍ରୋହୀ ସାଂସଦ
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଛାଡ଼ି ନାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନସିପିଆଇ)ରେ ମିଶିଥିବା ସାଂସଦଙ୍କ ମଧ୍ୟରେ ମତଭେଦ ଦେଖା ଦେଇଛି । ଟିଏମସି ଛାଢ଼ି ଏନସିପିଆଇରେ ମିଶିଥିବା ୨୦ […]
ପୋଲିସ ଗାଡ଼ିରୁ ଡେଇଁ ପ୍ରାଣ ହରାଇଲା ପତ୍ନୀଙ୍କ ମୁଣ୍ଡ କାଟି ଦେଇଥିବା ବ୍ୟକ୍ତି ରାମାନୁଜ
ନୂଆଦିଲ୍ଲୀ: ଗୁହାଟୀର ୩୦ ବର୍ଷୀୟ ବ୍ୟକ୍ତି ରାମାନୁଜ ଗୋସ୍ୱାମୀ ଯିଏ ନିଜ ସ୍ତ୍ରୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଏହାକୁ ଘରର ଫ୍ରିଜରେ ରଖିଥିଲା। ଏହାପରେ ପୋଲିସ ତା’କୁ ଗିରଫ ବି କରିଥିଲା। […]
ତରୁଣ ତେଜପାଲଙ୍କ ଆତ୍ମସମର୍ପଣ
ନୂଆଦିଲ୍ଲୀ: ତେହେଲକାର ପୂର୍ବତନ ସମ୍ପାଦକ ତେଜପାଲ ଆଜି ଆତ୍ମସମର୍ପଣ କରିବା ପରେ ତାଙ୍କୁ କୋଲଭାଲେ ଜେଲକୁ ନେଇ ଯାଇଛି ପୁଲିସ। ୨୦୧୩ ମସିହା ସହକର୍ମୀଙ୍କୁ ଲିଫ୍ଟ ଭିତରେ ଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ଡରେ ବମ୍ବେ […]
୨୦୨୯ ସୁଦ୍ଧା ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହା
ନୂଆଦିଲ୍ଲୀ: ଆଗାମୀ ୨୦୨୯ ମସିହା ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ […]
ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା
ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ […]
