ଭୁବନେଶ୍ୱରରେ ପହଞ୍ଚିବା ପରେ ଜ୍ୟୋତିର୍ମୟୀଙ୍କୁ କରାଗଲା ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ ଆଇଡଲ୍ ସିଜେନ୍-୧୬ର ଗ୍ରାଣ୍ଡ ଫିନାଲେରେ ସ୍ଥାନ ପାଇଛନ୍ତି । ଗ୍ରାଣ୍ଡ ଫିନାଲେ ପୂର୍ବରୁ ଆଜି ସେ ଓଡ଼ିଶାକୁ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ […]

ନିଜ ଦେହରେ କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାନ୍ତିନଗରରେ ଜଣେ ଯୁବତୀ ଘର ଭିତରେ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣକ ଆଜି ସକାଳେ […]

୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ RI

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଧରିଛି | ସୂଚନା […]

ଓଡ଼ିଶାରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ; ସମ୍ମାନିତ ହେଲେ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାର

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଓଲିଉଡ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ମାନେ ଯୋଗ ଦେଇ ସମ୍ମାନିତ […]

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ ଗିରଫ

ଭୁବନେଶ୍ବର: ବହୁ ବାଦବିବାଦ ଓ ସମାଲୋଚନା ପରେ ଶେଷରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ। ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍ ତାଙ୍କୁ ବାସଭବନରେ […]

୭ ବିଭାଗର ୧୩ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ […]

ଜୁଲାଇ ୧୫ରୁ ଆରମ୍ଭ ହେବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଆବେଦନ

ଭୁବନେଶ୍ୱର: ଆଜି ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୬-୨୭ ପାଇଁ ଆନୁଷ୍ଠାନିକ ଭାବେ ଗାଇଡ୍‌ଲାଇନ୍‌ ଉନ୍ମୋଚନ କରିଛନ୍ତି। ସେ ଏଠାରେ […]

ରାଜଧାନୀରେ ମର୍ସିଡିଜ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭୁବନେଶ୍ୱର: ରାଜଧାନୀରେ ଗତକାଲି ବିଳମ୍ବିତ ରାତିରେ ଶାସ୍ତ୍ରୀନଗର ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ମର୍ସିଡିଜ୍‌ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ […]

ଚୌଦ୍ୱାର ଜେଲ୍‌ରୁ କଏଦୀ ଫେରାର ଘଟଣା: ଜେଲ୍ ଅଧୀକ୍ଷକଙ୍କ ଆଗୁଆ ଜାମିନ

କଟକ: ଚୌଦ୍ୱାର ସର୍କଲ ଜେଲ୍‌ରୁ ବିହାରୀ କଏଦୀ ଫେରାର ଘଟଣାରେ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ପୋଲିସ କଡ଼ା ବିରୋଧ କରିବା […]

କୋଟି ଓଡ଼ିଆଙ୍କ ମଉଡ଼ମଣୀଙ୍କ ନବ ଯୌବନ ଦର୍ଶନ

ପୁରୀ: ସ୍ନାନ ପୂର୍ଣିମାରେ ମହାସ୍ନାନ ଯୋଗୁଁ ଅସୁସ୍ଥ ହୋଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୫ ଦିନ ଅଣସର ଘରେ ରହିଥାନ୍ତି | ୧୫ ଦିନ ପରେ ନବଯୌବନ ବେଶରେ […]