ଲଗାଣ ବର୍ଷା ପାଇଁ ଭଦ୍ରକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅତି ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି […]

ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ଚୌଦ୍ୱାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ ଦିନ ପାଇଁ ଏକ ବଡ଼ […]

ବିଶ୍ୱ ବଜାରରେ ତେଲ ମହଙ୍ଗା, ବ୍ୟାରେଲ ପିଛା ୭୯ ଡଲାର ପାର୍‌

ନୂଆଦିଲ୍ଲୀ: ବିଶ୍ୱରେ ଉପୁଜିଥିବା ଯୁଦ୍ଧ ଆଶଙ୍କା ଓ ଭୂ-ରାଜନୈତିକ ତିକ୍ତତାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି। ବିଶ୍ୱ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହଠାତ୍‌ ବଡ଼ ଉତ୍ଥାନ ଦେଖାଦେଇଛି। ରିପୋର୍ଟ ଅନୁଯାୟୀ, […]

ଅନୁଗୋଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

ସମ୍ବଲପୁର: ଆଜି ସମ୍ବଲପୁର ଓ ଅନୁଗୋଳ କୋର୍ଟକୁ ଇମେଲ୍ ଯୋଗେ ବୋମା ଧମକ ମିଳିବା ପରେ ତୁରନ୍ତ ହାଇଆଲର୍ଟ ଜାରି କରାଯାଇଥିଲା । ଧମକପୂର୍ଣ୍ଣ ମେଲ୍ ଆସିବା ପରେ ଉଭୟ କୋର୍ଟ ପରିସରକୁ ତୁରନ୍ତ […]

‘ମା କାଳୀ’ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ୬ ଏବେ ବି ନିଖୋଜ

ବାଲେଶ୍ବର: ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର ବଙ୍ଗୋପସାଗର ମଧ୍ୟରେ ଥିବା କାକଦ୍ବୀପ ବକଖାଲିଠାରୁ ୧୬ କିମି ଦୂର ରକ୍ତେଶ୍ବରୀ ବାଲିଚଢ଼ ପାଖରେ ‘ମା କାଳୀ’ ଟ୍ରଲର୍‌ଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି […]

ଇସ୍କନକୁ ନଇ ପୁରୀରେ ବଢିଲା ଜନ ଅସନ୍ତୋଷ

ପୁରୀ: ବାରମ୍ବାର ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥଯାତ୍ରା ଆୟୋଜନ କରିବା ଏବଂ ଗଜପତି ମହାରାଜାଙ୍କ ଅନୁରୋଧ କୁ ବେଖାତିର କରିବା ଏଣିକି ମହାଙ୍ଗା ପଡିଛି ଇସ୍କନ କୁ। ମହାପ୍ରଭୁଙ୍କୁ ନେଇ ଏଭଳି ମନମାନି […]

ଦେୟଯୁକ୍ତ ହେବ ସହରର ଶୌଚାଳୟ

ଭୁବନେଶ୍ୱର: ଭୁବନେଶ୍ୱରର ସାର୍ବଜନୀନ ଦେୟମୁକ୍ତ ଶୌଚାଳୟକୁ ଗଲେ ଦେବାକୁ ପଡିବ ୫ ଟଙ୍କା । କାରଣ, ଏଣିକି ବିଏମ୍ସି ଶୌଚାଳୟକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ ସାଧାରଣ ଲୋକେ। ଏନେଇ ସରକାର ନିଷ୍ପତି ନେଇଥିବା […]

ପ୍ରଭାତଙ୍କ ବିଜେପି ଯୋଗଦାନକୁ ନେଇ ପ୍ରମିଳାଙ୍କ କଡ଼ା ପ୍ରତିକ୍ରିୟା: ‘ପୋକ ବାଇଗଣ’ ମନ୍ତବ୍ୟକୁ ନେଇ ଚର୍ଚ୍ଚା

କଟକ: ଦୀର୍ଘ ଦିନ ଧରି ବିଜେଡି ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇ ପାରନ୍ତି। ଆଜି କଟକ ମହାନଦୀ ବିହାର ସ୍ଥିତ ପ୍ରଭାତ ବିଶ୍ଵାଳଙ୍କ […]

ସିଆରପି ଛକ ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଯୁବକ ମୃତ

ଭୁବନେଶ୍ବର: ଆଜି ଭୋର ସମୟରେ ସିଆରପି ଛକ ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । […]

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପରେ ବହୁ ଵାଦବିବାଦ ଦେଖାଯାଇଛି l ଏହି ଘଟଣାର ଏବେ କ୍ରାଇମବ୍ରାଂଚ ତଦନ୍ତ ହେବ। ଏସସିଇଆରଟି ନିର୍ଦ୍ଦେଶକ ଏନେଇ କ୍ରାଇମବ୍ରାଂଚ ଏସପିଙ୍କ ପାଖରେଏଫଆଇଆର ଦାଏର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ […]