ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ୨୦୧୩ ବ୍ୟାଚର ଆଇପିଏଏସ୍ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ପାଇଁ ଚାକିରୀରୁ ଇସ୍ତାଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଗୃହ ବିଭାଗକୁ ୨୫ ଦିନ ପୂର୍ବରୁ ସେ ଇସ୍ତଫା ପତ୍ର […]

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ନାଫିସ ଆହତ

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର । ଗୁଳି ବିନିମୟରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି। ଝାଡ଼ଖଣ୍ଡର ବାସିନ୍ଦା ଏହି ନାଫିସ […]

ଗୋ ମାଫିଆଙ୍କୁ ସୂଚନା ଦେଇ ଫସିଲେ ୩ ପୁଲିସ କର୍ମଚାରୀ

ମୟୁରଭଞ୍ଜ: ଗୋ ମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇ ଫସିଗଲେ ପୋଲିସ ଏଏସଆଇ, କନଷ୍ଟେବଳ ଏବଂ ହୋମଗାର୍ଡ । ମୟୂରଭଞ୍ଜ ଏସପି ଏହି ତିନି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି […]

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ତ୍ରୁଟିଶୂନ୍ୟ ଆୟୋଜନକୁ ଗୁରୁତ୍ୱ

ପୁରୀ: ଆଜି ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ […]

ଭୂଦାନ ଜମିର ବଣ୍ଟନ ଉପରେ ସ୍ଥଗିତାଦେଶ

ଭୁବନେଶ୍ୱର: ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ୍ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ […]

ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ […]

ବାଲିପାଟଣାରେ ଶିକ୍ଷାନୁଷ୍ଠାନ ପାଖରେ ଖୁଲମଖୁଲା ନିଶା ବେପାର

ବାଲିପାଟଣା:ଉଚ୍ଚଶିକ୍ଷା ବିଭାଗ ଏବଂ ଜାତୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ କଲେଜ ପରିସରର ୫୦୦ ମିଟର ପରିଧି ମଧ୍ୟରେ ମଦ, ଗଞ୍ଜେଇ, ତମାଖୁ ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି […]

SIRରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟର ନାଁ

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା SIR ରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।ସେ କହିଛନ୍ତି ଯେ, […]

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ  ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ଶନିବାର ଦିନ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ […]

ଭୁବନେଶ୍ୱରରେ ଡ୍ରେନରେ ଭାସିଗଲେ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଶନିବାର ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଅଘଟଣ ଘଟିଛି। ବାଣୀବିହାର ନିକଟସ୍ଥ ଏକ ମୁଖ୍ୟ ଡ୍ରେନରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ […]