ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ୍

ଭୁବନେଶ୍ୱର:କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଘଟଣାରେ ମହାକାଳପଡ଼ା ଥାନା ପୋଲିସ ଚାମେଲିଙ୍କୁ ଗିରଫ କରିବା ପରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରିଛି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି […]

ଭାରତୀୟ ବାୟୁସେନା ବିମାନ କ୍ରାଶ୍‌ ୫ଯବାନ ଶହୀଦ

ନୂଆଦିଲ୍ଲୀ:ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି […]

ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ

ଅନୁଗୁଳ:ଛେଣ୍ଡିପଦା ଜରପଡା ଥାନା ରେ କାର୍ଯ୍ୟରତ ASI ସୀତା ନାୟକ ଏକ ମାମଲାର ଚୂଡାନ୍ତ ରିପୋର୍ଟ ଦେବାପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ଅଭିଯୋଗକାରୀଙ୍କ ଠାରୁ […]

ଡିଜି ପଦବୀ ପାଇଁ ୩୩ ଆଇପିଏସ୍ ଚୟନ : ସ୍ଥାନପାଇଲେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ନିର୍ଦ୍ଦେଶକ ଜେନେରାଲ (DG) ବା ସମକକ୍ଷ ପଦବୀ ପାଇଁ ଦେଶର ୩୩ ଜଣ ବରିଷ୍ଠ […]

ବାରହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାରରେ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର:ଖପ୍ରାଖୋଲ ଥାନା ଅନ୍ତର୍ଗତ ନୂଆପାଲି ଜଙ୍ଗଲରେ ପଶୁ ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କୁର୍ଥୁଲା ଗାଁର ଧରମ ମଲ୍ଲିକଙ୍କ […]

ସରକାରୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ଜଳିଗଲା ୪୦୦୦ରୁ ଅଧିକ EVM

ପଶ୍ଚିମବଙ୍ଗ:ଦକ୍ଷିଣ କୋଲକାତାର ଅଲିପୁରସ୍ଥିତ ଏକ ବହୁମହଲା ସରକାରୀ ବିଲ୍ଡିଂରେ ଗତ ବୁଧବାର ଦିନ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୪,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଜଳି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ଯେଉଁ ୯ […]

ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା: ସିଆରପିରୁ ଇନଫୋସିଟି ଲାଗିବ ୧୫ ମିନିଟ୍

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ […]

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର:ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ସମଗ୍ର ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ […]

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

ଭୁବନେଶ୍ବର: ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ଏନେଇ ବାଣିଜ୍ୟ ଓ […]

ଆଖି ବୁଜିଲେ ଏମଭି କନେଷ୍ଟବଳ ଆଶୁତୋଷ: ସିବିଆଇ ତଦନ୍ତ ପାଇଁ ଦାବି କଲେ ପରିବାର ଲୋକ

ବ୍ରହ୍ମପୁର:ଦୀର୍ଘ ୧ ସପ୍ତାହ ଧରି ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ l ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର […]