ଦିଲ୍ଲୀ ଏମ୍ସରେ ହେବ ଏସିଡ୍ ଓ ବର୍ନ ପୀଡ଼ିତଙ୍କ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’

ନୂଆଦିଲ୍ଲୀ:ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଡାକ୍ତରମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇ ସାରିଛି। ଏହି ଅତ୍ୟାଧୁନିକ ଏବଂ ଜଟିଳ ପ୍ରକ୍ରିୟା […]

ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା । ମୃତ୍ୟୁ ବେଳକୁ […]

କଟକରେ ଲେଜର୍ ଲାଇଟ୍ ବ୍ୟାନ୍ କଲେ ହାଇକୋର୍ଟ

କଟକ: କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ […]

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର

ଗଞ୍ଜାମ:ବାଲି ବୋଝେଇ ଗାଡ଼ି ଛାଡିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠାର ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅତିରିକ୍ତ […]

ମାସ ଭିତରେ ଶେଷ କର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ହାଇକୋର୍ଟ

ପୁରୀ: ୩ ମାସ ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି […]

ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ

କଟକ : ପ୍ରକାଶ ପାଇଲା OTET ରେଜଲ୍ଟ । OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ […]

୩ ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ହାଇକୋର୍ଟର କଡା ନିର୍ଦ୍ଦେଶ

କଟକ: ଆସନ୍ତା ବିଧାନସଭା ଅଧିବେଶନରେ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଉପସ୍ଥାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନରଙ୍କୁ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ […]

ସେକ୍ସ ରାକେଟର ପର୍ଦ୍ଦା ଫାସ: ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗାଜିଆବାଦରୁ ଏକ ବଡ଼ ସେକ୍ସ ରାକେଟ ପୋଲିସ ଧରିଛି । ଯେଉଁଥିରେ ୧୧ ଜଣ ଯୁବତୀ ଉଦ୍ଧାର ହୋଇଥିବାବେଳେ ୫୦୦ ରୁ ଉର୍ଦ୍ଧ୍ୱ ଯୁବତୀ ଏଥିରେ ସାମିଲ ଥିବା ପୋଲିସ […]

ଜମି ପଟ୍ଟାରେ ରହିବ QR କୋଡ୍; ତହସିଲଦାର ଏବଂ RIଙ୍କ ପାଖକୁ ଯିବ ସିଧା ଖବର

ଭୁବନେଶ୍ୱର: ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜମି କିଣାବିକା ମାଲିକାନାରେ ଆସିବ ସ୍ବଚ୍ଛତା। ଜାଲିଆତି କଲେ ତହସିଲଦାର ଏବଂ […]

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିବେ ବୟସ୍କ ଓ ବିଧବା ଭକ୍ତ

ପୁରୀ: ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା । ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ […]