ବସ୍‌ ଦୁର୍ଘଟଣା: ୫ଯାତ୍ରୀ ମୃତ

ନୟାଗଡ:ନୟାଗଡ଼ ଜିଲ୍ଲା ଦଶପଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟି ନିକଟରେ ମଧ୍ୟରାତ୍ରୀରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୧୫ ଜଣ ଯାତ୍ରୀ ଗୁରୁତର […]

ଏପ୍ରିଲରୁ ଲଟେରୀରେ ମିଳିବ ମଦ ଦୋକାନ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ବଣ୍ଟନ ପାଇଁ ଖୁବଶୀଘ୍ର ଲଟେରୀ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା କରାଯିବ। ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ […]

ବିନା ଅନୁମତିରେ କୌଣସି IPS ଅଧିକାରୀ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହି ପାରିବେ ନାହିଁ :DGP

ଭୁବନେଶ୍ୱର:କଟକ ଭୁବନେଶ୍ୱରରେ କାର୍ଯ୍ୟରତ କିଛି ବରିଷ୍ଠ ଆଇପିଏସ ଅଧିକାରୀ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ରାଜ୍ୟ ପୋଲିସର ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ […]

ବଢ଼ିବନି ବିଧାୟକଙ୍କ ଦରମା

ଭୁବନେଶ୍ୱର :ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ […]

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି

ଭୁବନେଶ୍ବର: ଓଡ଼ିଶାରେ ଆସିଲା ନୂଆ ଅବକାରୀ ନୀତି ୨୦୨୬ । ଯାହା ୨୦୨୬ରୁ ୨୦୨୯ ଯାଏ କାର୍ଯ୍ୟକାରୀ ହେବ । ଏହା ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ । ସଂସ୍କୃତି ଦୃଷ୍ଟିରୁ […]

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ୱର:ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ । ସୋମବାର ଯାଏଁ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।ଆଜି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଲାଗି ପ୍ରଥମେ ବିଧାନସଭାକୁ ସାଢେ ୧୧ […]

ରୁକୁଣା ରଥରୁ ଖସି ପଡ଼ିଲେ ଭୋଇ ସେବାୟତ

ଭୁବନେଶ୍ୱର:ରୁକୁଣା ରଥର ଚାରମାଳ ବାନ୍ଧିବା ସମୟରେ ରଥ ମଝିରୁ ତଳକୁ ପଡିଗଲେ ଭୋଇ ସେବାୟତ। ମୁଣ୍ଡରେ ଆଘାତ ଲାଗିବା ସହ ସାମାନ୍ୟ ଆହତ ହୋଇଛନ୍ତି ଭୋଇ ସେବାୟତ ଜଟିଆ ଭୋଇ।ଆହତ ସେବାୟତଙ୍କୁ ସଙ୍ଗେ ସଙ୍ଗେ […]

ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ […]

PNG ବିତରଣ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ହେଲା ସରଳୀକୃତ

ଭୁବନେଶ୍ୱର: ଗ୍ୟାସ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳରେ ଭୂତ୍ତଳ ଗ୍ୟାସ୍ ପ୍ରକଳ୍ପକୁ ସରଳୀକୃତ କରାଯାଇଛି । […]

ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ ପ୍ରଦୀପ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦୀର୍ଘ ବର୍ଷ ପରେ ପୁଣି ନିଜ ପୁରୁଣା ଦଳ ବିଜୁ […]