ସୁଧୀର ପାତ୍ର ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ମାଡ଼ ସାଙ୍ଗକୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ସୁଧୀରଙ୍କ ମୃତ୍ୟୁ ଘଟିଥିବା ଏହି […]

କେନ୍ଦୁଝରବାସୀଙ୍କ ପାଇଁ ଇଲେକ୍ଟ୍ରିସିଟି ବସ୍‌ ସେବା

କେନ୍ଦୁଝର: କେନ୍ଦୁଝରର ବିକାଶ ପାଇଁ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେବ। ଏଥିସହିତ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସେବା କେନ୍ଦୁଝର ସହରରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲାରେ ଭିତ୍ତିଭୂମିକୁ […]

ଦ୍ଵିତୀୟ ପର୍ଯ୍ୟାୟ ରେ ୮୯.୯୯% ମତଦାନ :ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ ପୁଣିଥରେ ହେବ ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି l ଦ୍ଵିତୀୟ ପର୍ଯ୍ୟାୟ ରେ ସନ୍ଧ୍ୟା ୫ ଟା ସୁଦ୍ଧା ୮୯.୯୯ % ମତଦାନ ହୋଇଥିବାର ସୂଚନା ମିଳିଛି  […]

ସ୍ଵତନ୍ତ୍ର ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଧାନସଭାରେ ହେବାକୁ ଯାଉଛି,ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର […]

ଜିତୁ ମୁଣ୍ଡାଙ୍କୁ ମିଳିଲା ଟଙ୍କା ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଟଣା ଅଞ୍ଚଳର ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ଟଙ୍କା ଠିକ ସମୟରେ ମିଳିନଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଘଟଣା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ […]

ସେବାୟତଙ୍କ ବିବାଦ ପାଇଁ ଚନ୍ଦନ ଯାତ୍ରାର ନବମ ଦିନରେ ବିଭ୍ରାଟ

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ଦେଖାଦେଇଥିଲା ବିଭ୍ରାଟ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ […]

ପଶ୍ଚିମବଙ୍ଗର ୧୪୨ଟି ଆସନ ପାଇଁ ମତଦାନ ଆରମ୍ଭ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ସକାଳ ୭ଟାରୁ ରାଜ୍ୟର ରାଜଧାନୀ କୋଲକାତା ଏବଂ ଅନ୍ୟ ଛଅଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ […]

ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ ଯୋଗାଣର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଙ୍ଗଳବାର ଦିନ ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ୍‌ର ଉପଯୁକ୍ତ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ […]

୯୦ ବର୍ଷରେ ପାଦ ରଖିଲା ଓଡ଼ିଆ ସିନେମା

ଭୁବନେଶ୍ୱର: ୧୯୩୬ ଏପ୍ରିଲ୍ ୨୮ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ସହ ଆରମ୍ଭ ହୋଇଥିବା ଓଲିଉଡ୍‌ର ଯାତ୍ରା ଆଜି ୯୦ ବର୍ଷ ପୂରଣ କରିଛି। ଏହି ଅବସରରେ ସମଗ୍ର ଓଡ଼ିଶାରେ […]

ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି । ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା ଲୋକମାନେ ଉପକୃତ […]