ମୋଗାରେ AAP ବିଧାୟିକା ଅମନଦୀପ କୌରଙ୍କ ଘରେ ED ଚଢ଼ଉ

ପଞ୍ଜାବ: ପଞ୍ଜାବର ମୋଗା ସ୍ଥିତ ଆମ୍ ଆଦମୀ ପାର୍ଟି ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି। ଆଜି ସକାଳେ ଇଡିର ଏକ ସ୍ୱେଚ୍ଛାସେବୀ ଟିମ୍ ସିଆରପିଏଫ ଯବାନଙ୍କ […]

ରୁଷିକୁଲ୍ୟା ନଦୀରେ ଭାସିଯାଇ ଯୁବକ ମୃତ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆସ୍କା ସହର କୁମ୍ଭାର ସାହିର ସଞ୍ଜୟ କୁମାର ବେହେରା ନାମକ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ଘର ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ […]

ପୂର୍ବତନ ମନ୍ତ୍ରୀ ତଥା ଲେଖକ ରାସବିହାରୀ ବେହେରାଙ୍କ ପରଲୋକ

କଳାହାଣ୍ଡି: ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କ ୯୦ ବର୍ଷ ବୟସରେ ଭବାନୀପାଟଣା ସହରସ୍ଥିତ ମହାବୀର ପଡ଼ା ଠାରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବରକୁ ନେଇ ରାଜନୈତିକ ଓ ସାହିତ୍ୟ ମହଲରେ […]

କଟକର ଐତିହାସିକ ବାଲିଯାତ୍ରା ହେବ ପଲିଥିନ୍ ମୁକ୍ତ: ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ମିଳିବ ସ୍ୱତନ୍ତ୍ର ଗୁରୁତ୍ୱ

କଟକ: ପଲିଥିନ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ପରିବେଶ ସୁରକ୍ଷା ସହ ଏହି ମହୋତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]

ସଂସଦରେ SIR ସହିତ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ମୋଦି ସରକାର:ଅମିତ ଶାହ

ଛତିଶଗଡ଼: ରାୟପୁର ଅଟଳ ନଗରସ୍ଥିତ କାୟାବାନ୍ଧାରେ ‘ବିକଶିତ ଭାରତ ସଂକଳ୍ପ ପାର୍କ ପୀପଲ ୱାନ୍’ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହ କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମେତ ପ୍ରତ୍ୟେକ […]

ରିଲାଏନ୍ସ ଗ୍ରୁପ୍‌ ଉପରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ:୫୧୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ଓ ଅର୍ଥ ହେରଫେର ମାମଲାର ତଦନ୍ତ ମଧ୍ୟରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ର ପ୍ରାୟ ୫୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଛି ଇଡି। […]

ବଲିଉଡ ଅଭିନେତା ତୁଷାର କପୁରଙ୍କୁ ୫କୋଟି ଦାବି କରି ଧମକ୍

ମୁମ୍ବାଇ: ସୁପରଷ୍ଟାର ଜିତେନ୍ଦ୍ରଙ୍କ ସୁପୁତ୍ର ତୁଷାର କପୁରଙ୍କୁ ମିଳିଛି ଧମକ୍‌ପୂର୍ଣ୍ଣ ଅଡିଓ । ଗ୍ୟାଙ୍ଗଷ୍ଟର ହରି ବକ୍ସର ନାମରେ ତୁଷାର କପୁରଙ୍କୁ ୫କୋଟି ଟଙ୍କା ଦାବି କରି ଧମକ୍ ଦିଆଯାଇଥିବା ନିକଟସ୍ଥ ଥାନାରେ ଜଣାଇଛନ୍ତି […]

ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ; କୋଟିଆ ପାଇଁ ସବୁ ଦଳ ଏକାଠି

ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବାବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ […]

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେଲା ଗ୍ରାପ୍‌-୨ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ପକ୍ଷରୁ ଦିଲ୍ଲୀ ଓ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ୨ କଟକଣା ଲାଗୁ […]

PMAY ଯୋଜନାରେ ଅନିୟମିତତା ଅଭିଯୋଗ, ନିଲମ୍ବିତ ହେଲେ ADEO

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହିତାଧିକାରୀଙ୍କୁ ଘର ନିର୍ମାଣର ପରବର୍ତ୍ତୀ କିସ୍ତି ଟଙ୍କା ଦେବା ପାଇଁ ପୁରୁଣା ଘରର ଫଟୋକୁ ଏଡିଟ୍ କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଟଖଟିଆ ଗ୍ରାମ ପଞ୍ଚାୟତର […]