ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l ହେଲେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ […]
Category: ରାଜ୍ୟ
ବାତ୍ୟା ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୭.୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ SRC
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ […]
ବିଶ୍ୱାସରେ ବିଷ ଦେଲା କେୟାରଟେକର, ମାଲିକାଣୀଙ୍କୁ ହତ୍ୟା କରି ଫେରାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାଲିକାଣୀଙ୍କୁ ମାରି ସୁନାଗହଣା ଧରି ଫେରାର ହୋଇଯାଇଥିବା ଅଭିଯୋଗ। ଲକ୍ଷ୍ମୀସାଗରର ବୁଦ୍ଧ ନଗରରେ ଘଟିଛି ଏହି ଘଟଣା। ବିଶ୍ୱାସରେ ବିଷ ଦେଲା କେୟାରଟେକର। ମୃତ ବୃଦ୍ଧାଙ୍କ ନାଁ କୁଞ୍ଜଲତା ନନ୍ଦ। […]
ରୁଷିକୁଲ୍ୟା ନଦୀରେ ଭାସିଯାଇ ଯୁବକ ମୃତ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆସ୍କା ସହର କୁମ୍ଭାର ସାହିର ସଞ୍ଜୟ କୁମାର ବେହେରା ନାମକ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ଘର ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ […]
ପୂର୍ବତନ ମନ୍ତ୍ରୀ ତଥା ଲେଖକ ରାସବିହାରୀ ବେହେରାଙ୍କ ପରଲୋକ
କଳାହାଣ୍ଡି: ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କ ୯୦ ବର୍ଷ ବୟସରେ ଭବାନୀପାଟଣା ସହରସ୍ଥିତ ମହାବୀର ପଡ଼ା ଠାରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବରକୁ ନେଇ ରାଜନୈତିକ ଓ ସାହିତ୍ୟ ମହଲରେ […]
କଟକର ଐତିହାସିକ ବାଲିଯାତ୍ରା ହେବ ପଲିଥିନ୍ ମୁକ୍ତ: ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ମିଳିବ ସ୍ୱତନ୍ତ୍ର ଗୁରୁତ୍ୱ
କଟକ: ପଲିଥିନ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ପରିବେଶ ସୁରକ୍ଷା ସହ ଏହି ମହୋତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]
ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ; କୋଟିଆ ପାଇଁ ସବୁ ଦଳ ଏକାଠି
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବାବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ […]
PMAY ଯୋଜନାରେ ଅନିୟମିତତା ଅଭିଯୋଗ, ନିଲମ୍ବିତ ହେଲେ ADEO
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହିତାଧିକାରୀଙ୍କୁ ଘର ନିର୍ମାଣର ପରବର୍ତ୍ତୀ କିସ୍ତି ଟଙ୍କା ଦେବା ପାଇଁ ପୁରୁଣା ଘରର ଫଟୋକୁ ଏଡିଟ୍ କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଟଖଟିଆ ଗ୍ରାମ ପଞ୍ଚାୟତର […]
ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର ୬ ଓ ୭ […]
ବାରିପଦାରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ପୋଲିସ ଲକ୍ଷ୍ମୀପୋଷିସ୍ଥିତ କେବି ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ […]
