ନୂଆଦିଲ୍ଲୀ:ଭାରତ ସରକାର ଡିଜେଲରେ ଆଇସୋବୁଟାନଲ ମିଶ୍ରଣ ଅନିବାର୍ଯ୍ୟ କରିବା ପ୍ରସ୍ତାବ ଚଳିତବର୍ଷ ଶେଷ ଆଡକୁ ଆଣି ପାରନ୍ତି। କେନ୍ଦ୍ର ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସଡ଼କ ପରିବହନ ଓ […]
Author: Mysanket News
ବିଷାକ୍ତ ମଦ ନେଲା ୧୩ ଜୀବନ
ମହାରାଷ୍ଟ୍ର:ମହାରାଷ୍ଟ୍ରରେ ପୁଣି ଥରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଏକ ଦୁଃଖଦ ସୂଚନା ମିଳିଛି। ପୁଣେ ଏବଂ ପିମ୍ପରି-ଚିଞ୍ଚୱଡ଼ ଅଞ୍ଚଳରେ ଏହି ବିଷାକ୍ତ ମଦ ପିଇବା ଯୋଗୁଁ ବର୍ତ୍ତମାନ ସୁଦ୍ଧା […]
ଆଇପିଏଲରେ ସ୍ମାର୍ଟ ଚଷମା ବ୍ୟାନ କଲା ବିସିସିଆଇ
ମୁମ୍ବାଇ:ଆଇପିଏଲରେ ସାମିଲ ହୋଇଥିବା ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ କଡ଼ା ସୁରକ୍ଷା ପ୍ରୋଟକଲ ଜାରି କରିଛି ବିସିସିଆଇ। ବୋର୍ଡର ଦୁର୍ନୀତି ନିରୋଧ ଓ ସୁରକ୍ଷା ୟୁନିଟ(ଏସିଏସ୍ୟୁ) ୨୦୨୬ର ସମସ୍ତ ଆଇପିଏଲ ଖେଳାଳି ଓ […]
ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଏକ ନିର୍ଦ୍ଦେଶରେ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ କହିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ […]
ଶନିବାର ଠାରୁ ରାଜ୍ୟରେ SIR:ଘରକୁ ଘର ବୁଲିବେ BLO
ଭୁବନେଶ୍ୱର :ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ […]
ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ଛଅ ଶ୍ରମିକ ମୃତ
ୟୁପି:ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହମିରପୁରରେ ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ଛଅଜଣ ଶ୍ରମିକଙ୍କ ମୃତ୍ୟୁ […]
DRDA କାର୍ଯ୍ୟାଳୟର ମହିଳା ୱାସରୁମରୁ ମିଳିଲା ସିକ୍ରେଟ କ୍ୟାମେରା
ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ […]
ପାଣ୍ଡିଆନଙ୍କ ଫେରିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ କଡା ସମାଲୋଚନା କଲେ ଶ୍ରୀମୟୀ
ଭୁବନେଶ୍ୱର:ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ସକ୍ରିୟ ଭୂମିକାରେ ଫେରାଇ ଆଣିବା ପାଇଁ ଦଳରେ ଚାଲିଥିବା କ୍ୟାମ୍ପେନ୍ ମଧ୍ୟରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।ପାଣ୍ଡିଆନ ଫେରିବାକୁ ନେଇ ଚାଲିଥିବା କ୍ୟାମ୍ପେନ ଯୋଗୁ […]
ମା’-ପୁଅଙ୍କୁ ଥାନାରେ ‘ଥାର୍ଡଡିଗ୍ରୀ’ ଅଭିଯୋଗ: ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ନିଲମ୍ବିତ
ଭୁବନେଶ୍ବର: ନିରୀହ ଲୋକଙ୍କ ଉପରେ ପୋଲିସିଆ ପାୱାର ଦେଖାଇ ଶେଷରେ ନିଲମ୍ବିତ ହେଲେ ମହିଳା ଥାନା ଅଧିକାରିଣୀ। ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେବା ଏବଂ ତାଙ୍କ ଆଖି ସାମ୍ନାରେ ପୁଅକୁ କ୍ରୁର ଭାବେ […]
ସିବିଏସଇ ଉତ୍ତର ଖାତା ବିବାଦ: ଉତ୍ତରଦାୟିତ୍ୱ ମୁଣ୍ଡକୁ ନେଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ:ସିବିଏସ୍ଇର ଅନ ସ୍କ୍ରିନ ମାର୍କିଂ ସିଷ୍ଟମକୁ ନେଇ ଦେଶରେ ଚାଲିଥିବା ବିବାଦ ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିବିଏସ୍ଇ ଉତ୍ତର ଖାତା ସୃଷ୍ଟି ହୋଇଥିବା ବିବାଦର ଉତ୍ତର […]
