ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି […]
Author: Mysanket News
ପ୍ରତି ତିନିମାସରେ ବିଲ୍ଡର ଦେବେ ତ୍ରୈମାସିକ ପ୍ରୋଗ୍ରେସ୍ ରିପୋର୍ଟ
ଭୁବନେଶ୍ୱର:ଏଣିକି ସହଜରେ ଠକି ପାରିବେନି ବିଲଡର୍। ପ୍ରତି ତିନି ମାସରେ ପ୍ରୋଗ୍ରେସ୍ ରିପୋର୍ଟ ବା (QPR) ଦାଖଲ କରିବା ବାଧ୍ୟତାମୂଳକ। ଖିଲାପ କଲେ ବିଲଡର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହେବା ସହ ରେଜିଷ୍ଟ୍ରେସନ ବି […]
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I […]
ମଦ ଦୋକାନ ପାଇଁ ଆବେଦନ:ଆଦାୟ ହେଲାଣି ପ୍ରାୟ ୮୦୦ କୋଟି ଟଙ୍କା
ଭୁବନେଶ୍ୱର:ମଦ କାଉଣ୍ଟର ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବ । ଗୋଟିଏ ମଦ […]
ରେଡ କରି ଫେରିବା ବେଳେ ଇଡି ଉପରେ ଆକ୍ରମଣ
କେରଳମ:ବୁଧବାର ଦିନ କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ତାଙ୍କ ଝିଅଙ୍କ ଠିକଣାରେ ରେଡ କରିଥିବା ଇଡି ଟିମ ଉପରେ ଆକ୍ରମଣ ହୋଇଛି । ଇଡି ରେଡକୁ ବିରୋଧ କରି ସିପିଆଇଏମ କର୍ମୀମାନେ […]
କ୍ରିସ୍ ଗେଲଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ
ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସ ଦଳର ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ୧୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ଆଇପିଏଲ୍ ସିଜିନରେ ସର୍ବାଧିକ ଛକା […]
SIRକୁ ବୈଧ ଘୋଷଣା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଲାଗୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି […]
ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା
ଭୁବନେଶ୍ଵର: ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଉକ୍ତ ଖାଲି ପଦ ପୂରଣ ପାଇଁ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ଏନେଇ ଜୁନ୍ ୧ ତାରିଖରେ ପ୍ରକାଶ […]
ପୁରୀରୁ TMC ବିଧାୟକ ଗିରଫ
ଭୁବନେଶ୍ୱର:ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ।ସୂଚନା ଅନୁଯାୟୀ, […]
ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ:ଶୁଭେନ୍ଦୁ ସରକାର
ପଶ୍ଚିମବଙ୍ଗ:ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର […]
